Spread the love

Dilip Babu Bad Panda Puri: It’s matter of great Pleasure n pride that Dilip Mangraj ji is publishing a ODiA POEM “SABDAKHAYARE SRIJAGANNATH”. He is a great devotee of LORD JAGANNATH as well as a great academician ,Poet and social reformer.He is dedicated to preserve SANATAN culture values and institution.This publication will certainly enrich ODIA literature as well as Indian literature too.l hope that he will contribute such literary and academic work in also days to come .I wish him bright future and all success in all his endeavors. JAI Sri

JAGANNATH BHAGWAN.

Prof Dr. Ghanshyam Lal Das. Ex Vice Chancellor Purvanchal University. Biratnagar,Nepal
Dilip Babu Bad Panda Puri: ଜୟ ଶ୍ରୀ ଜଗନ୍ନାଥ!
ଶୁଣି, ଖୁବ୍ ଆନନ୍ଦିତ ହେଲି ଆଉ ଆଜି ମୁଁ ଗର୍ବିତ ଯେ ଦିଲ୍ଲୀପ ମଙ୍ଗରାଜ (ମୋ ଦାଦା) ଦୀର୍ଘ ୧୮ ବର୍ଷ ହେଲା ଶିକ୍ଷା ଅନୁଷ୍ଠାନ ର ଗୁଣାତ୍ମକ ମାନ ରେ ବିକାଶ ପାଇଁ ଓଡ଼ିଶା ଏବଂ ଓଡ଼ିଆ ବାହାରେ ଅହରହ ସେବା ପ୍ରଦାନ କରି ଆସୁ ଅଛନ୍ତି। ମୋ ପାଇଁ ଆହୁରି ଖୁସି ଆଉ ଆନଂଦ ର ବିଷୟ କି ମୋର ଦାଦା ଶ୍ରୀମାନ ଦିଲ୍ଲୀପ ମଙ୍ଗରାଜ, ଦେଉଳକରଣ ସେବକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ ଙ୍କ ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଏକ କବିତା ସଙ୍କଳନ ” ଶବ୍ଦାକ୍ଷ ରେ ଶ୍ରୀ ଜଗନ୍ନାଥ” କବିତା ପୁସ୍ତକ ଟିଏ ପ୍ରକାଶିତ ହେଉଛି। ଜଣେ, ଦେଉଳକରଣ ସେବକ ହିସାବରେ ମୁଁ ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ନିକଟରେ ପ୍ରାଥର୍ନା କରୁଅଛି ଯେ ଦାଦା ଙ୍କ ର ଲେଖନୀ ଚାଳନା ଏମିତି ଜାରି ରହୁ।

ଇତି
ଶ୍ରୀ କାଳିପ୍ରସାଦ ରାଉତରା
ଦେଉଳକରଣ ସେବକ
ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
ଜୟ ଶ୍ରୀ ଜଗନ୍ନାଥ!
ଶୁଣି ଖୁବ୍ ଆନନ୍ଦ ହେଲି ଏବଂ ଗର୍ବିତ ଯେ ମୋ ଭାଇ ଶ୍ରୀ ଦିଲ୍ଲୀପ ମଙ୍ଗରାଜ ଦୀର୍ଘ ୧୮ ବର୍ଷ ଧରି ଶିକ୍ଷା ଅନୁଷ୍ଠାନର ଗୁଣାତ୍ମକ ମାନର ବିକାଶ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଅହରହ ସେବା ପ୍ରଦାନ କରୁଥିବାରୁ। ଏହା ମୋ ପାଇଁ ଖୁସି ଏବଂ ଗର୍ବର ବିଷୟ।

ଏହାସହ ଆହୁରି ଖୁସିର ବିଷୟ ଯେ ମୋର ଭାଇ ଶ୍ରୀ ଦିଲ୍ଲୀପ ମଙ୍ଗରାଜ, ଦେଉଳକରଣ ସେବକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଗଭୀର ଭକ୍ତି ସହ “ଶବ୍ଦାକ୍ଷରେ ଶ୍ରୀ ଜଗନ୍ନାଥ” ନାମକ ଏକ କବିତା ସଂକଳନ ପ୍ରକାଶ କରିବାକୁ ଯାଉଛନ୍ତି।

ତଢଉକରଣ ସେବକ ଭାବେ, ମୁଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣକମଳରେ ପ୍ରାର୍ଥନା କରୁଛି ଯେ ମୋର ଭାଇଙ୍କର ଲେଖନୀର ଚାଳନା ଏପରି ଅବିରତ ଭାବେ ଜାରି ରହୁ ଏବଂ ମହାପ୍ରଭୁଙ୍କ କୃପା ସଦା ସର୍ବଦା ସେ ତାଙ୍କ ଉପରେ ବର୍ଷିତ ହେଉ।

ଇତି
ଶ୍ରୀ ଲଲିତ୍ ଚନ୍ଦ୍ର ପଟ୍ଟନାୟକ
ତଢଉକରଣ ସେବକ
ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
ଜୟ ଶ୍ରୀ ଜଗନ୍ନାଥ ଆମର ଅଗ୍ରଜ ଶ୍ରୀଯୁକ୍ତ ଦିଲ୍ଲୀପ ମଙ୍ଗରାଜ ଙ୍କର ” ଶବ୍ଦାକ୍ଷରରେ ଶ୍ରୀଜଗନ୍ନାଥ କବିତା ପୁସ୍ତକ ର ଉନ୍ମୋଚନ ଜାଣି ବହୁତ ଆନନ୍ଦିତ ହେଲୁ। ଅ ଠାରୁ କ୍ଷ ପର୍ଯ୍ୟନ୍ତ ଅକ୍ଷର ରୁ ଆରମ୍ଭ କରି ମହାପ୍ରଭୁ ଙ୍କୁ ଆଧାର କରି ରଚିତ ଏହି କବିତା ପୁସ୍ତକ ଟି ଶ୍ରୀଜଗନ୍ନାଥ ସଂସ୍କୃତି କୁ ଏକ ଅନନ୍ୟ ଉପହାର। ଏହି ପୁସ୍ତକ ଟିରେ, କବିଙ୍କର ଶ୍ରୀଜଗନ୍ନାଥ ଙ୍କ ପ୍ରତି ଗଭୀର ଭାବ ଓ ଭକ୍ତି ସ୍ପଷ୍ଟ ବାରି ହୋଇଯାଏ। ମା ସରସ୍ବତୀ ଦିଲ୍ଲୀପ ଭାଇ ଙ୍କ ପ୍ରତି ଏମିତି ଭାବରେ ଆଶୀର୍ବାଦ କୁରୁଥାନ୍ତୁ, ତାଙ୍କର କଲମ ମୁନ ଏହିପରି କବିତା ରଚନା କରୁଥାଉ, ଏତିକି ଆମର ଶ୍ରୀଜଗନ୍ନାଥ ଙ୍କର ପାଖରେ ପ୍ରାର୍ଥନା। ଡ଼ଃ ସୁଶାନ୍ତ କୁମାର ସାହୂ , ସଭାପତି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କାଙ୍କଣ ଶିଖରୀ, ଚିଲିକା
It is my immense pleasure to know that Srijukta Dilip Mangaraj,
, Deulakaran Sevayat, Sri Jagannath Temple Puri, is publishing a Odia poem” SABDAKHYARE SRIJAGANNATH.Earlier he has contributed enough to enrich Odia literature and Lord Jagannath culture in different parts of the country for years.This poem collection will definitely add colours to his creation.I Pray LORD JAGANNATH to bless him to create more to enrich Odia literature and culture.
I wish him all success in his endeavour.

JAI Sri JAGANNATH
Dr. Rabinarayana Samanta
KIMS, Bhubaneswar, ODISHA
ଶ୍ରୀ ଦିଲ୍ଲୀପ ମଙ୍ଗରାଜ, ଦେଉଳକରଣ ସେବକ, ଶ୍ରୀ ଜଗନ୍ନାଥ ମନ୍ଦିର, ପୁରୀ
ଆପଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଉପରେ ଗଭୀର ଭକ୍ତି ସହ “ଶବ୍ଦାକ୍ଷରେ ଶ୍ରୀ ଜଗନ୍ନାଥ” ନାମକ ଏକ କବିତା ସଂକଳନ ପ୍ରକାଶ କରିବାକୁ ଯାଉଛନ୍ତି।ତତ୍ ସହିତ
ଦୀର୍ଘ ୧୮ ବର୍ଷ ଧରି ଶିକ୍ଷା ଅନୁଷ୍ଠାନର ଗୁଣାତ୍ମକ ମାନର ବିକାଶ ପାଇଁ ଓଡ଼ିଶା ଓ ଓଡ଼ିଶା ବାହାରେ ଅହରହ ସେବା ପ୍ରଦାନ କରୁଥିବାରୁ ଏହା ଖୁସି ଏବଂ ଗର୍ବର ବିଷୟ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଚରଣ କମଳ ରେ ପ୍ରାର୍ଥନା କରୁଛି ଯେ ଆପଣଙ୍କ ଲେଖନୀର ଚାଳନା ଏପରି ଅବିରତ ଭାବେ ଜାରି ରହୁ ଏବଂ ମହାପ୍ରଭୁଙ୍କ କୃପା ସଦା ସର୍ବଦା ରହି ଥାଉ।

Dr. ପବିତ୍ର ମୋହନ ନନ୍ଦ
ଅବସରପ୍ରାପ୍ତ ପ୍ରାଧ୍ୟାପକ,ପଦାର୍ଥ ବିଜ୍ଞାନ ବିଭାଗ, ତାଳଚେର ସ୍ଵୟଂ ଶାସିତ ମହାବିଦ୍ୟାଳୟ,ଜିଲ୍ଲା ଅନୁଗୁଳ,

ଜୟ ଶ୍ରୀ ଜଗନ୍ନାଥ ଆମର ଅଗ୍ରଜ ଶ୍ରୀଯୁକ୍ତ ଦିଲ୍ଲୀପ ମଙ୍ଗରାଜ ଙ୍କର ” ଶବ୍ଦାକ୍ଷରରେ ଶ୍ରୀଜଗନ୍ନାଥ କବିତା ପୁସ୍ତକ ର ଉନ୍ମୋଚନ ଜାଣି ବହୁତ ଆନନ୍ଦିତ ହେଲୁ। ଅ ଠାରୁ କ୍ଷ ପର୍ଯ୍ୟନ୍ତ ଅକ୍ଷର ରୁ ଆରମ୍ଭ କରି ମହାପ୍ରଭୁ ଙ୍କୁ ଆଧାର କରି ରଚିତ ଏହି କବିତା ପୁସ୍ତକ ଟି ଶ୍ରୀଜଗନ୍ନାଥ ସଂସ୍କୃତି କୁ ଏକ ଅନନ୍ୟ ଉପହାର। ଏହି ପୁସ୍ତକ ଟିରେ, କବିଙ୍କର ଶ୍ରୀଜଗନ୍ନାଥ ଙ୍କ ପ୍ରତି ଗଭୀର ଭାବ ଓ ଭକ୍ତି ସ୍ପଷ୍ଟ ବାରି ହୋଇଯାଏ। ମା ସରସ୍ବତୀ ଦିଲ୍ଲୀପ ଭାଇ ଙ୍କ ପ୍ରତି ଏମିତି ଭାବରେ ଆଶୀର୍ବାଦ କୁରୁଥାନ୍ତୁ, ତାଙ୍କର କଲମ ମୁନ ଏହିପରି କବିତା ରଚନା କରୁଥାଉ, ଏତିକି ଆମର ଶ୍ରୀଜଗନ୍ନାଥ ଙ୍କର ପାଖରେ ପ୍ରାର୍ଥନା। ଡ଼ଃ ସୁଶାନ୍ତ କୁମାର ସାହୂ , ସଭାପତି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର ଟ୍ରଷ୍ଟ, କାଙ୍କଣ ଶିଖରୀ, ଚିଲିକା

Related Post

Leave a Reply

Your email address will not be published. Required fields are marked *

You Missed