VISWASS Paramedical College ର ଛାତ୍ରଛାତ୍ରୀମାନେ ବିଭିନ୍ନ ପାରାମେଡିକାଲ୍ କୋର୍ସରେ ଓଡିଶାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରି ସଂସ୍ଥା ପାଇଁ ଗୌରବ ଆଣିଛନ୍ତି।
ଭୁବନେଶ୍ୱର: ଦର୍ଶନ ସମୀକ୍ଷା

ଲିସା ରାଣୀ ଜେନା DMRT ୧ମ ବର୍ଷରେ ୧ମ ସ୍ଥାନ ଅଧିକାର କରିଥିବାବେଳେ, ଆୟେଶା ହାମିଦ DMRT ୨ୟ ବର୍ଷରେ ୫ମ ସ୍ଥାନ, ଲକ୍ଷ୍ମୀପ୍ରିୟା ଦାଶ DMLT ୨ୟ ବର୍ଷରେ ୮ମ ସ୍ଥାନ ଏବଂ ସ୍ଥିତିପ୍ରଜ୍ଞା ପ୍ରଧାନ ଓଡିଶାରେ ୧୮ମ ସ୍ଥାନ ଅଧିକାର କରିଛନ୍ତି।

ଏହି ସଫଳତା ଛାତ୍ରଛାତ୍ରୀମାନଙ୍କର ଅକ୍ଳାନ୍ତ ପରିଶ୍ରମ, ନିଷ୍ଠା ଏବଂ VISWASS Paramedical College ପକ୍ଷରୁ ପ୍ରଦାନ କରାଯାଉଥିବା ଉଚ୍ଚମାନର ଶିକ୍ଷାର ପ୍ରତିଫଳନ ଅଟେ। ସଂସ୍ଥାର ପରିଚାଳନା କମିଟି,
ଅଧ୍ୟାପକମାନେ ଓ ଛାତ୍ରଛାତ୍ରୀମାନେ ଏହି ଗୌରବମୟ ସଫଳତାକୁ ଉତ୍ସବମୂଖର ପରିବେଶରେ ପାଳନ କରିଥିଲେ ଏବଂ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ।












Leave a Reply