Spread the love

ମହାପ୍ରଭୁ ଶ୍ରୀଜଗନ୍ନାଥ କାହିଁକି ପୁରୀ ଆସିଲେ ? ଜାଣନ୍ତୁ ଏହି ୪ଟି ମୁଖ୍ୟ କାରଣ…

ପୁରାଣ ଓ ଲୋକକଥା ଅନୁଯାୟୀ, ମାଳବ ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଅତୁଟ ଭକ୍ତିରେ ବାନ୍ଧି ହୋଇ ପ୍ରଭୁ ନୀଳମାଧବ ଶ୍ରୀକ୍ଷେତ୍ରରେ ଦାରୁ ରୂପରେ ବିରାଜମାନ ହୋଇଥିଲେ।

କାହିଁକି ପ୍ରଭୁ ବାଛିଲେ ପୁରୀ ମାଟିକୁ?

ନୀଳମାଧବଙ୍କ ଦର୍ଶନ: ରାଜା ଇନ୍ଦ୍ରଦ୍ୟୁମ୍ନ ଓ ଶବରରାଜ ବିଶ୍ଵାବସୁଙ୍କ ଭକ୍ତିର ପ୍ରମାଣ। ଭକ୍ତର ମନୋସ୍କାମନା ପୂରଣ: ନିଜ ପ୍ରିୟ ଭକ୍ତ ପାଇଁ ଦାରୁ ରୂପ ଧାରଣ। ପତିତପାବନ ରୂପ: ସଂସାରର ସମସ୍ତ ଦୀନହୀନ ଓ ପତିତ ମାନଙ୍କୁ ଉଦ୍ଧାର କରିବା ପାଇଁ।

କଳିଯୁଗର ମୁକ୍ତି କ୍ଷେତ୍ର: କଳିଯୁଗରେ ମନୁଷ୍ୟର ପାପ ମୋଚନ ପାଇଁ ଶ୍ରୀକ୍ଷେତ୍ର ହେଲା ସର୍ବୋଚ୍ଚ ଧାମ।

Leave a Reply

Your email address will not be published. Required fields are marked *