Spread the love

ନିଯୁକ୍ତି ମେଳା ଅନୁଷ୍ଠିତ ହେବ ଝାରସୁଗୁଡାରେ

କୁନା ଦିଗାଲ (ଦର୍ଶନ ସମୀକ୍ଷା)

ତାରିଖ: ୧୧ ମେ ୨୦୨୬ ରେ ସକାଳ ୮:୩୦ ରୁ ଦିନ ୧:୦୦ ପର୍ଯ୍ୟନ୍ତ ଝାରସୁଗୁଡା କଲେକ୍ଟରେଟ୍ କାର୍ଯ୍ୟାଳୟର ୨ୟ ତଳାରେ ଅବସ୍ଥିତ ଡିଏମଏଫ୍ ଅଡିଟୋରିୟମ୍ ହଲ୍‌ରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହେବ।

ଏହି ନିଯୁକ୍ତି ମେଳାରେ କେବଳ ପୁରୁଷ ପ୍ରାର୍ଥୀମାନେ ଯୋଗଦେଇପାରିବେ। ଯୋଗ୍ୟତା ଭାବେ ୧୦ମ / ୧୨ମ / ଆଇଟିଆଇ / ଡିପ୍ଲୋମା ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଅଂଶଗ୍ରହଣ କରିପାରିବେ।ଇଚ୍ଛୁକ ପ୍ରାର୍ଥୀମାନଙ୍କୁ ନିଜର ଅଦ୍ୟତନ ବାୟୋଡାଟା (Resume) ସହ ସମସ୍ତ ଆବଶ୍ୟକ ଶିକ୍ଷାଗତ ଓ ପରିଚୟ ପତ୍ର ନେଇ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ପାଇଁ ଅନୁରୋଧ କରାଯାଉଛି।

Leave a Reply

Your email address will not be published. Required fields are marked *