ଯେଉଁ ଘରେ ଲୋକ ମାନଙ୍କ ମଧ୍ୟରେ ଛୋଟ ଛୋଟ କଥା ରେ କଳହ ଲାଗୁଥାଏ ତେବେ ଶନିବାର ଦିନ ଅଟା ପେଶୀ କିଛି ବୁଟ ଚୁନା ମିଶାଇ ରୁଟି କରି ଖାଇଲେ ତାହା ଦୁର ହୋଇଥାଏ

Spread the love

୧.ଘରର ମୁଖ୍ୟଦ୍ୱାର ସାମ୍ନା ରେ ମନ୍ଦିର ଥିଲେ ଘରେ ଦୈଵ ଶକ୍ତି ପ୍ରବେଶ କରି ନ ଥାନ୍ତି ଏହା ପରିବାର ପାଇଁ ରୋଗ,ଦୁଃଖ ଓ ଦାରିଦ୍ର୍ୟତା ର କାରଣ ହୋଇଥାଏ।

୨.ଘର ସାମ୍ନା ରେ ବଡ଼ ଗଛ କିମ୍ବା ଖମ୍ବ ଥିଲେ ପିଲା ମାନଙ୍କ ପାଇଁ ଏହା ବହୁତ ଅଶୁଭ ହୋଇଥାଏ ତେଣୁ ଘର ସାମ୍ନା ରେ ସ୍ୱସ୍ତିକ ଚିନ୍ହ କିମ୍ବା ଓଁ ଲେଖିବା ଉଚିତ।

୩.ଘରକୁ ଶୁଭତ୍ୱ ଆଣିବା ପାଇଁ ହେଲେ ମୁଖ୍ୟ ମୁରୁଜ ପକାଇବା ଉଚିତ ଏବଂ ଫୁଲ ରେ ସଜାଇବା ଉଚିତ କିମ୍ବା ଛୋଟ ଛୋଟ ଘଣ୍ଟି ଲଗାଇବା ଉଚିତ।

୪.ଘର ର ମୁଖ୍ୟଦ୍ୱାର ସମ୍ମୁଖରେ ଜୋତା ଚପଲ ରଖିବା ଉଚିତ ନୁହେଁ କାରଣ ଏହା ଅଶୁଭ ଓ ଅଶାନ୍ତି ର କାରଣ ହୋଇଥାଏ।

୫.ଯେଉଁ ଘରେ ଲୋକ ମାନଙ୍କ ମଧ୍ୟରେ ଛୋଟ ଛୋଟ କଥା ରେ କଳହ ଲାଗୁଥାଏ ତେବେ ଶନିବାର ଦିନ ଅଟା ପେଶୀ କିଛି ବୁଟ ଚୁନା ମିଶାଇ ରୁଟି କରି ଖାଇଲେ ତାହା ଦୁର ହୋଇଥାଏ।

Leave a Reply

Your email address will not be published. Required fields are marked *