ସତ୍ୟ ଠାରୁ ଦୂରେଇ ଗଲେ ଅସୁବିଧା ତ କମେ ନାହିଁ,ବରଂ ବଢେ।ତେଣୁ ସତ୍ୟ ଯେତେ ତିକ୍ତ ହେଲେ ବି ତାକୁ ଗ୍ରହଣ କରି ସତ୍ୟର ପରିଭାଷା ବୁଝିଥିବା ବ୍ୟକ୍ତି ହିଁ ଦିନେ ନା ଦିନେ କାଳ ଜୟୀ ହେଇପାରେ।

Spread the love

ସତ୍ୟ ଠାରୁ ଦୂରେଇ ଗଲେ ଅସୁବିଧା ତ କମେ ନାହିଁ,ବରଂ ବଢେ।ତେଣୁ ସତ୍ୟ ଯେତେ ତିକ୍ତ ହେଲେ ବି ତାକୁ ଗ୍ରହଣ କରି ସତ୍ୟର ପରିଭାଷା ବୁଝିଥିବା ବ୍ୟକ୍ତି ହିଁ ଦିନେ ନା ଦିନେ କାଳ ଜୟୀ ହେଇପାରେ।

ସବୁ ଭିତରେ ବି ବ୍ୟକ୍ତି ସତ୍ତାଟି ଏକ କରୁଣ, ଅନ୍ତହୀନ ଭାବାବେଗକୁ ଧରି ସଂସାର ପଥରେ ଦୌଡୁ ଥାଏ,,, ଅଥଚ ସେ ଜାଣି ରଖିବା ଉଚିତ ହେବ ଯେ,, ଭାଗ୍ୟ ଫଳତି ସର୍ବତ୍ର…., ମୋର ସବୁ ଅସ୍ପୃହା. ବୋହୁଚୋରି, ଗୁଗୁପାଞ୍ଚି, ଚୋରପୁଲିସ ଖେଳମାନ ସବୁ କିଛି ଵିଧି ନିର୍ଦିଷ୍ଟ,,,

ପ୍ରାରବ୍ଧ ଭୋଗର ନିୟତ ପରିଣାମ. ତଥାପି ଏଜନ୍ମରେ ମତେ କିଛି ପୁଣ୍ୟ କର୍ମ ସଞ୍ଚିବାକୁ ହେବ,ହୁଏତ ଆଗାମୀ ଜନ୍ମ ମୋର ସାର୍ଥକ ଲଭିବ l
ହେ ବିଧାତା, ସେଇ ବିଚାରରେ ମତେ ମୋହମୟ କର

ଦିନଟି ମଙ୍ଗଳ ମୟ ହେଉ।
ଶୁଭ ସକାଳ l
ଜୟ ଶ୍ରୀ ଜଗନ୍ନାଥ l
ମହାପ୍ରଭୁଙ୍କ ଅସୀମ କୃପାରୁ ସପରିବାରେ କୁଶଳ ମଙ୍ଗଳରେ ରହିଥାନ୍ତୁ

ଅଭିମନ୍ୟୁ ଧଳ

Leave a Reply

Your email address will not be published. Required fields are marked *