ନାଁନନେଇବୈଜୟନ୍ତପଣ୍ଡାଙ୍କୁଟାର୍ଗେଟକଲେପାଣ୍ଡିଆନ
କେନ୍ଦ୍ରାପଡ଼ା ସଭାରେ ଟାର୍ଗେଟ କଲେ ଭିକେ ପାଣ୍ଡିଆନ
‘ଏଠାରେ ଜଣେ MPକୁ ୨ଥର ସୁଯୋଗ ଦେଇଥିଲେ CM’
‘MP ହେବା ଆଗରୁ ତାଙ୍କ କମ୍ପାନିର କ’ଣ ସ୍ଥିତି ଥିଲା?’
‘
୧୦ବର୍ଷ MP ପରେ ତାଙ୍କ କମ୍ପାନିର ସମ୍ପତ୍ତି ବଢ଼ିଛି’
ନିଜ କମ୍ପାନି ପାଇଁ ରେଲୱେ ଆଣିଲେ,ଲୋକଙ୍କ ପାଇଁ ନୁହେଁ’
-MPର ବିତ୍ତୀୟ କମିଟି ଅଧ୍ୟକ୍ଷ ପାଇଁ ଚେଷ୍ଟା କରିଥିଲେ’
-ସଫଳ ନହେବାରୁ CMଙ୍କ ସ୍ବାସ୍ଥ୍ୟକୁ ନେଇ ଗୁଜବ କଲେ’
CMଚୌକି ଲୋଭରେ ଗୁଜବ ସୃଷ୍ଟି କଲେ:ପାଣ୍ଡିଆନ
ଜିଲ୍ଲାବାସୀ ଜାଣିଛନ୍ତି ଭିତରକନିକାରେ କେତେ କୁମ୍ଭୀର’
ତୃତୀୟ ପର୍ଯ୍ୟାୟ ପରେ ବିଜେଡ଼ିକୁ ବହୁମତ ମିଳିସାରିଛି’
ଓଡ଼ିଶାବାସୀ ଜାଣନ୍ତି ବିଜେପିର ସ୍ଥିତି କିଛି ନାହିଁ’
ବିଜେଡ଼ି ଲୋକଙ୍କ ସରକାର: ପାଣ୍ଡିଆନ
ମୋତେ ଗାଳି ଦେଲେ ଲୋକ ବୁଝିବେ: ପାଣ୍ଡିଆନ!.
ହିମନ୍ତ ବିଶ୍ବଶର୍ମା ରାଜନୀତିର ଜଣେ ଜୋକର
ମୁହଁ ଖୋଲିଲେ ଖାଲି ବକବାସ୍ କରୁଛନ୍ତି
ଓଡ଼ିଶାରେ ଆହୁରି ଅଧିକ ଦିନ ରୁହନ୍ତୁ ହିମନ୍ତ
ଯେତେ ଅଧିକ ଦିନ ରହିବେ , ବିଜେପି ସେତିକି ମାର୍ଜିନରେ ହାରିବ
-ଆସାମ ମୁଖ୍ୟମନ୍ତ୍ରୀଙ୍କୁ ସସ୍ମିତ ପାତ୍ରଙ୍କ କଟାକ୍ଷ!.