Spread the love

ସ୍ୱୟଂ ସିଧା ପରିବାର ର ପ୍ରତିଷ୍ଠାତା ମୀନା କୁମାରୀ ସାହୁଙ୍କ ଅଧ୍ୟକ୍ଷତା ରେ କଟକ ବାସ ଭବନ ରେ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା.ଯାହାର ମୁଖ୍ୟ ଉଦେଶ୍ୟ ଥିଲା ଘରେ ବସି ନାରୀ ମାନେ କିପରି ସ୍ୱାଭବିଲମ୍ବି ହେବେ.

ସଂଗଠନ ର ମୁଖ୍ୟ ଉଦେଶ୍ୟ ଆଜିର ଚାକଚକ୍ୟ ଯୁଗରେ ପରିବାର ଚଳାଇବା ବହୁତ କଷ୍ଟ ହେଉଛି,ବିଶେଷ କରି ମଧ୍ୟ ବିତ, ଆଉ ନିହାତି ଗରିବ ଶ୍ରେଣୀ ମାନଙ୍କ ପାଇଁ .ସେ ଗାଁ ହେଉ ବା ସହର, ଯୁବକ, କମ ବୟସ୍କ ଛାତ୍ର ଛାତ୍ରୀ ଯୁବତୀ ମହିଳା, ବୃଦ୍ଧା, ଅନେକ ସମୟରେ ଋଣଗ୍ରସ୍ତ ହୋଇ ଜୀବନ ହାରୁଛନ୍ତି, ପୁଣି ସବୁଠୁ ବଡ଼ କଥା ହେଉଛି ରୋଜଗାର ନିଯୁକ୍ତି କ୍ଷେତ୍ରରେ, ଠକ ସାଙ୍ଗକୁ ନାରୀ ସୁରକ୍ଷିତ ନୁହଁନ୍ତି.ଯାହା ସବୁ ଘଟୁଛି.ତାକୁ କିଛି ମାତ୍ରାରେ ସୁଧାରିବା ପାଇଁ ଆଜି ସ୍ୱୟଂ ସିଧା ର ଅଧକ୍ଷା ଙ୍କୁ ବେଶ ଆନ୍ଦୋଳିତ ବିଚଳିତ କରିଥିଲା ତାଙ୍କ ସାମାଜିକ ଜୀବନକୁ ତେଣୁ ସେ ଆଜି ସେମାକଙ୍କ ପାଇଁ କିଛି ସ୍ୱାଭଲମ୍ବୀ କରାଇବା ପାଇଁ ଆଗାମୀ ଅଗଷ୍ଟ 31, ଏବଂ 1ତାରିଖକୁ ପ୍ରଥମ ପ୍ରଦର୍ଶନୀ କରି ତାଙ୍କ କାର୍ଯ୍ୟ ଦକ୍ଷ ତା କୁ ପରଖି ତାଙ୍କୁ ସ୍ଵଭାବଲମ୍ବି କରାଇବସିଵା ସହ ଏଥିରେ ତାଙ୍କ ପରିବାର ଏବଂ ଆଖ ପାଖ ସହ ସହ ଯୋଗୀ ଙ୍କ ରୋଜଗାର କ୍ଷମ ହୋଇ ପାରିବେ ଘରେ ବସି. ଏହିଲକ୍ଷ୍ୟ ନେଇ ସ୍ୱୟଂ ସିଧା ମସୁଧା କରିଛି ନିହାତି ସବୁ ବର୍ଗ ଙ୍କ ପାଇଁ ଉକ୍ତ ଦିନ ଏକ ଆର୍ଥିକ ପରିସ୍ଥିତି ସୁଧାରିବା ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେବେ

Leave a Reply

Your email address will not be published. Required fields are marked *