Spread the love

‘ସେମାନେମୋପାଦ_ଧରୁଥିଲେ’
‘ସେମାନେ ଅନୁରୋଧ କରୁଥିଲେ, ଆମ ଆଡ଼କୁ ଆସି ଶଙ୍ଖ ଧରିବାକୁ କହୁଥିଲେ ଏବଂ ଆପଣ ଯାହା ଚାହିଁବେ ତାହା ପାଇବେ ବୋଲି କହୁଥିଲେ । ଯେଉଁମାନେ ଏମିତ କହୁଥିଲେ ସେମାନଙ୍କ ଅବସ୍ଥା ଆଜି କଣ ହେଲା ? ମୁଁ ସେମାନଙ୍କୁ କହୁଥିଲି ତୁମେ ମୋହନ ମାଝୀକୁ ଚିହ୍ନିଛ ?’
ଆଜି ନିଜ ଗାଁ କେନ୍ଦୁଝର ରାଇକଳାକୁ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେଠି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ।

Leave a Reply

Your email address will not be published. Required fields are marked *