Spread the love

କାଠ ଦଣ୍ଡ ଟିଏ ନ ପଶିଲେ କୁରାଢ଼ି ଯେପରି ଗଛକୁ କାଟି ପାରେ ନାହିଁ,ସେହିପରି ନିଜ ଲୋକ ସାମିଲ୍ ନଥିଲେ ଭିତରର ଭେଦ କଥା କେବେ ବାହାରେ ପ୍ରଘଟ ହୁଏ ନାହିଁ।

ନୀରବ ଆଉ ହସକୁ ସବୁବେଳେ ସାଙ୍ଗରେ ରଖିଥିବ ବନ୍ଧୁ।କାହିଁକି ନା ନୀରବ ତୁମର ରକ୍ଷା କବଚ ଆଉ ହସ ତୁମର ଖୁସିର ସ୍ବାଗତର ଦ୍ବାର ଅଟେ।

ଅର୍ଥ ନଥିଲେ ମଣିଷ ଭଗବାନଙ୍କୁ ଡାକେ ଆଉ ସେଇ ମଣିଷ ଅତ୍ଯଧିକ ଅର୍ଥ ପାଇଗଲେ ନିଜକୁ ଭଗବାନ ଭାବେ।

ଦୁନିଆର ସବୁଠାରୁ ମହଙ୍ଗା ଜିନିଷ ଲୁହ ଅଟେ।ଯେଉଁଥିରେ 1% ପାଣି ଆଉ 99% Feelings ଲୁଚି କରି ଥାଏ।

          

ନିଜର ଭାବିକି କଥାପଦେ ହେଲେ
ନ ଭାବନ୍ତି ସେତ ଭଲ,
ସାମାନ୍ୟ କଥାରେ ଆଘାତ ଦେବେ ସେ
ସରିଯିବ ତୁମ ଗେଲ ।

ମୃତ୍ୟୁ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି ତେବେ ନିଦ୍ରା ଠାରୁ ଶିଖନ୍ତୁ ।

ସଫଳତା ଗୋଟିଏ ଦିନରେ ମିଳିବ ନାହିଁଁ କିନ୍ତୁ ଗୋଟିଏ ଦିନ ନିଶ୍ଚୟ ମିଳିବ ।

ବିନା Permission ରେ କିମ୍ବା ବିନା Cause ରେ କାହା ଗୃହରେ Enter କରିବ ନାହିଁଁ ।

ସଂଘର୍ଷ ର ନାତି ହେଉଛି ସଫଳତା. ତେଣୁ ଜୀବନ ଯୌବନ ଆରମ୍ଭରୁ ସଂଘର୍ଷ କରିବା ଶିଖନ୍ତୁ ସଫଳତା ବିଳମ୍ବରେ ପାଇବେ.. ସଠିକ ମାର୍ଗରେ ଚଳୁଥିଲେ ଆପଣକୁ କେହି ଭୟଭିତ କରିପାରିବେନି ନାଁ କେବେ ଆପଣଂକୁ ଭୟ ବି ଆସିବନି..

              

Leave a Reply

Your email address will not be published. Required fields are marked *