ବାର୍ରେ ଡ୍ୟାନ୍ସହେଲେ ଲାଇସେନ୍ସରଦ୍ଦ !
ବାର୍ ଡ୍ୟାନ୍ସ ବ୍ୟାନ୍ ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ବାର୍ରେ ସଂଗୀତ ଛଡ଼ା ଡ୍ୟାନ୍ସ ସମ୍ପୂର୍ଣ୍ଣ ବ୍ୟାନ କରିଛି ଅବକାରୀ ବିଭାଗ
ବିଭାଗ ଆଣିଥିବା ଗାଇଡ୍ଲାଇନ୍ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
‘ଗାଇଡ୍ଲାଇନ୍ ଉଲ୍ଲଂଘନ କଲେ ସରକାର ଲାଇସେନ୍ସ ରଦ୍ଦ କରିବେ’
ମ୍ୟୁଜିକ୍ ଡେସିବେଲ ଧାର୍ଯ୍ୟ ମାନଦଣ୍ଡ ଉଲ୍ଲଂଘନ କଲେ ଆକ୍ସନ ହେବ’
‘ଓଡ଼ିଆ ଅସ୍ମିତା ଓ ସଂସ୍କୃତି ବିରୋଧୀ କାର୍ଯ୍ୟ କରିବାକୁ ଦିଆଯିବନି’