Spread the love

॥ ଅଯୋଧ୍ୟା କାଣ୍ଡ ॥

ବଚନି ବିନୀତ ମଧୁର ରଘୁବର କେ । ସର ସମ ଲଗେ ମାତୁ ଉର କରକେ ॥
ସହମି ସୁଖି ସୁନି ସୀତଲି ବାନୀ । ଜିତି ଜବାସ ପରେଂ ପାଵସ ପାନୀ ॥

ଭାବାର୍ଥ :- ରଘୁକୁଳ ଶ୍ରେଷ୍ଠ ଶ୍ରୀରାମଚନ୍ଦ୍ରଙ୍କର ଏହି କୋମଳ ବାଣୀ କିନ୍ତୁ ମାତା କୌଶଲ୍ୟାଙ୍କ ହୃଦୟରେ ତୀର ପରି ଭେଦ କରିଗଲା ଆଉ କାନ୍ଦିବାକୁ ଲାଗିଲେ । ଶ୍ରୀରାମଙ୍କ ସେହି କୋମଳ ପ୍ରସ୍ତାବନା କୁ ଶୁଣି ମାତା କୌଶଲ୍ୟା ଭୟଭୀତ ହୋଇ ସଂକୁଚିତ ହୋଇଗଲେ ଯେପରି ଜବାସ କୁସୁମ ବର୍ଷା ପାଣୀ ପଡିଲେ ଶୁଖିଯାଏ ।

ନିର୍ମଲ ମନ ଜନ ସୋ ମୋହି ପାବା ।
ମୋହି କପଟ ଛଲ ଛିଦ୍ର ନ ଭାବା ॥
ଭେଦ ଲେନ ପଠଵା ଦସସୀସା ।
ତବହୁଁ ନ କଛୁ ଭୟ ହାନି କପୀସା ॥

ଭାବାର୍ଥ:- ଯେଉଁ ମନୁଷ୍ୟ ନିର୍ମଳ-ପବିତ୍ର ହୃଦୟ ସମ୍ପର୍ଣ୍ଣ ପ୍ରାଜ୍ଞ ଅଟନ୍ତି ସେମାନେ ହିଁ ମୋତେ – ପ୍ରଭୁ ଶ୍ରୀରାମଙ୍କର – ପବିତ୍ର ରାମରସ ପାଇଥାଆନ୍ତି । କାରଣ, ମୋତେ କପଟ, ଛଳ, ଛିଦ୍ର ଆଦି ଆଚରଣ, ମାରିଚ ଅସୁର ପରି ଛଦ୍ମ ଆଚରଣ ମୋତେ ଭଲ ଲାଗେନାହିଁ ।

‍ ‍‌ ‍‌

Leave a Reply

Your email address will not be published. Required fields are marked *