Spread the love

ମୟୁର ନା ଶୁଣିଲେ ଲୋକ ତା ସୁନ୍ଦର ରୂପ କୁ ଭାବନ୍ତି । ଆମ ଭାରତ ରେ ମୟୁର ଚୂଳ ସମସ୍ତଙ୍କ ପାଇଁ ସୁନ୍ଦର ଅବସର ସମସ୍ତେ ତାଙ୍କ ଘରେ ମୟୁର ଚୂଳ ନିଶ୍ଚୟ ରଖିଥାନ୍ତି କେବେ ଭାବି ଛନ୍ତି କାହିଁକି ? କୃଷ୍ଣଙ୍କୁ ମୟୁର ଚୂଳ ତାଙ୍କ ପଗଡି ରେ ଲଗେଇବା ବହୁତ ପସନ୍ଦ ଥିଲା ଆଉ ଠାକୁରଙ୍କ ପସନ୍ଦ ଘରେ ନ ରହିଲେ କେମିତି ହବ । କୁହ ଯାଏ କି ମୟୁର ଚୂଳ ଘରେ ରହିଲେ ଘର ର ସବୁ ଅମଙ୍ଗଳ ଟଳି ଯାଏ ଘରେ ସବୁ ମଙ୍ଗଳ ହୁଏ ।
.ଆସନ୍ତୁ ଜାଣିବା ମୟୂର ଚୂଳ ର ଆଉ ବିଶେଷ କଥା । ମୟୂର ଆମ ଦେଶ ର ରାଷ୍ଟ୍ର ପକ୍ଷୀ । ମୟୂର ଚୂଳ ବହୁତ ସୁନ୍ଦର ହେଇଥାଏ ।

ମାନନ୍ତି କି ଏହା ଘରେ ରଖିଲେ ନେଗେଟିଭ ଏନର୍ଜି କୁ ସମାପ୍ତ କରି ଦିଏ ଯାହା ଦ୍ଵାରା ଘରେ ସୁଖ ଆଉ ସମୃଦ୍ଧି ଆସେ । ଆପଣ ଚାହିଁଲେ ମୟୂର ପଙ୍ଖ ନିଜ ପୂଜା ଘରେ ଵି ରଖିପାରିବେ । କୁହାଯାଏ କି ଯଦି କାହାର ବିବାହିତା ଜୀବନ ଭଲ ନାହିଁ ତାହେଲେ ଶୋଇବା ଜାଗା ରେ ମୟୂର ଚୂଳ ରଖନ୍ତୁ ସବୁ ନେଗେଟିବେ ଏନର୍ଜି ପଳେଇବ ଆଉ ଆପଣକ ବିବାହିତା ଜୀବନ ସୁଖମୟ ହୋଇଯିବ ।

ମୟୂର ପଙ୍ଖ ଏତେ ସୁନ୍ଦର ହେଇଥାଏ କି ଦେଖିବା ଲୋକ ଦେଖୁଥିବା । ମୟୂର ର ଦୁଇ ଟୀ ଜିନିଷ ଅସୁନ୍ଦର ହେଇ ଥାଏ ଗୋଟିଆ ତା ପାଦ ଏବଂ ଅନ୍ୟଟି ତାର ସ୍ଵର । ମୟୂର ର ଚୂଳ ଏତେ ସୁନ୍ଦର ହେଇଥାଏ କି ତା ଗୋଡ କେହି ଦେଖନ୍ତିନୀ ।
.ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଆପଣଙ୍କ ଘରେ ମୟୂର ଚୂଳ ଅଛି ତାହେଲେ ଆପଣଙ୍କ ଘରେ କୌଣସି ଅସୁବିଧା ହେବନି କି କୌଣସି ନେଗେଟିଭ ଏନର୍ଜି ପ୍ରବେଶ କରି ପାରିବନି । ମୟୂର କୁ ଵି ନୀଳକଣ୍ଠ କୁହନ୍ତି କାହିଁକି ତା ବେକ ନୀଳ ଥାଏ । ମୟୂର ଆମ ଭୋଲେନାଥଙ୍କ ପୁଅ କାର୍ତ୍ତିକଙ୍କର ବାହାନ ।

Leave a Reply

Your email address will not be published. Required fields are marked *