Spread the love

ପାପ ବୁଝେ ନାହିଁ ପୂର୍ଣ୍ଣ୍ୟର ମହତ୍ତ୍ଵ
ମିଛ ବୁଝେ ନାହିଁ ସତ,
ସ୍ବାର୍ଥ ବୁଝେ ନାହିଁ ତ୍ୟାଗର ମହତ୍ତ୍ଵ
କ୍ରୋଧ ବୁଝେ ନାହିଁ ଶାନ୍ତ
ବଢୁଛି ଅଧର୍ମ ବିତ୍ତ
ଜାଣି ଶୁଣି ସର୍ବେ ମୃତ୍ୟୁକୁ ଡାକନ୍ତି
ନିଜେ ଖୋଳି ନିଜ ଗାତ ।

ଯିଏ ତୁମକୁ ବୁଝିପାରୁ ନାହଁ ତାକୁ ବାରମ୍ବାର ବୁଝେଇବା ଦରକାର ନାହିଁ, ସମୟ ଆସିଲେ ସେ ଅନୁଭବ କରିବ ଏବଂ ଆପେ ଆପେ ବୁଝିଯିବ ।

ପେଟକୁ ଯାଇଥିବା ବିଷ କେବଳ ଗୋଟିଏ ଜୀବନ ନଷ୍ଟ କରେ କିନ୍ତୁ କାନକୁ ଯାଇଥିବା ବିଷ ହଜାରେ ସମ୍ପର୍କକୁ ନଷ୍ଟ କରିଦିଏ ।

ମନେ ରଖନ୍ତୁ ଯେ କୈାଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ମନରେ ସାହସ ଥିଲେ Successful ନିଶ୍ଚୟ ମିଳିବ ।

              

ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ, ଯିଏ ଅପମାନ ହେଲାପରେ ବି ରାଗେନାହିଁ, ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ, ବାସ୍ତବରେ ସେ ହିଁ ମହାନ ହୋଇଥାଏ ।।

ଜଣେ ବୀଜ୍ଞ ପିତା ନିଜ ପିଲାର ପ୍ରତେକ ଗତିବିଧିକୁ ଠିକ ଭାବେ ଠଉରାଇ ପାରିଥାଏ। ଅବଶ୍ୟ ଅନେକ ସମୟରେ କିଛି ନ ଜାଣିବାର ଛଳନା ମଧ୍ୟ କରିଥାନ୍ତି।।

ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ.. ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି.. ଏହାକୁ ଯିଏ ପାଇଛି ସେ ସୁଖଶାନ୍ତି ରେ ରହିଛି ।।

ଘରେ ଆପଣ ଠାକୁର ପୁଜା କରୁଛନ୍ତି ଯଦି ଆପଣ ଯୁଡାଏ ଶଙ୍ଖ ଠାକୁରଙ୍କ ପାଖରେ ରଖି ପୂଜା କରନ୍ତୁ, ଏମିତି କରିଲେ ଘରର ବହୁତ୍ ଶୁଭ ହୁଏ ।।

ଯେତେ ତୀର୍ଥ ଜାଗାକୁ ଗଲେବି, ଯେତେ ଭକ୍ତିରେ ପୂଜା କରିଲେବି, ଯଦି କର୍ମ ଓ ବ୍ୟବହାର ଭଲଥାଏ, ତେବେ ସେଗୁଡ଼ିକର କିଛିବି ମହତ୍ୱ ରହିବ ନାହିଁ ।।

Leave a Reply

Your email address will not be published. Required fields are marked *