Spread the love

ମହାରାଷ୍ଟ୍ର, ଝାଡ଼ଖଣ୍ଡ ସମେତ ୪୮ଟି ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ‌କୁ ସ୍ବଚ୍ଛ ଓ ଦୁର୍ନୀତିମୁକ୍ତ କରିବା ପ୍ରକ୍ରିୟାରେ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ଚଢ଼ଉ କରାଯାଇ ୧ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ବ ନଗଦ ଟଙ୍କା, ମଦ, ନିଶାସାମଗ୍ରୀ ଜବତ ହୋଇଛି।

ଏହି ପରିମାଣ ପୂର୍ବ ବର୍ଷ ଠାରୁ ୭ ଗୁଣ ଅଧିକ ଅଟେ। ନିର୍ବାଚନ କମିସନ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ, ୨୦୧୯ରେ ମହାରାଷ୍ଟ୍ରରୁ ୧୦୩.୬୧ କୋଟି ଟଙ୍କାର ନଗଦ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ଝାଡ଼ଖଣ୍ଡରୁ ୧୮.୭୬ କୋଟି ଟଙ୍କାର ସାମଗ୍ରୀ ଜବତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

You Missed