Spread the love

ବନ୍ଧାହେଲେ ନକଲି ଏସଡିପିଓ ଓ ନକଲି ହାଇକୋର୍ଟ ଓକିଲ । ଦୁଇ ସାଇବର ଠକଙ୍କୁ ଉଠାଇ ଆଣିଲା ମାଲକାନଗିରି ପୁଲିସ ।

ବାଙ୍କି ଓ ଭରତପୁର ଅଂଚଳରୁ ଏମାନଙ୍କୁ ଗିରଫ କରାଯାଇଛି । ଆଇଆଇସି, ଏସଡିପିଓ, ହାଇକୋର୍ଟ ଓକିଲ, ପରିଚୟ ଦେଇ ପିଇଓ, ଓକିଲ,  ସରପଞ୍ଚଙ୍କ ଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ ଏମାନେ ।  

ଫୋନ-ପେ ମାଧ୍ୟମରେ ଟଙ୍କା ନେଉଥିଲେ । କାର୍ତ୍ତିକ ରାଉତରାୟ ଓ ଏକନ ପାଣିକୁ ଗିରଫ କରିଛି ପୁଲିସ । ଏମାନଙ୍କ ନାଁରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ଥାନାରେ ୬ ରୁ ଅଧିକ ମାମଲା ରହିଛି।

Leave a Reply

Your email address will not be published. Required fields are marked *

You Missed