Spread the love

ସମସ୍ୟା ଆହୁରି ବଢିଲା

ଅଦାନୀଙ୍କ ଏନର୍ଜି କମ୍ପାନୀ ଭାରତୀୟ ଅଫିସରଙ୍କୁ ପ୍ରାୟ ୨ ହଜାର କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ-ଆମେରିକାର ବୃକଲିନ ଜିଲ୍ଲା କୋର୍ଟ ଗୌତମ ଅଦାନୀ ଓ ତାଙ୍କ ପୁତୁରା ସାଗର ଆଦାନୀଙ୍କ ନାଁରେ ଜାରି କଲେ ଗିରଫ ପରୱାନା।

ସବୁଜ ଶକ୍ତି କମ୍ପାନୀ ପ୍ରତିଷ୍ଠା ପୂର୍ବରୁ କାହାକୁ ଲାଞ୍ଚ ଦେଇନଥିବା ଆମେରିକା ଷ୍ଟକ ଏକ୍ସଚେଞ୍ଜରେ ସତ୍ୟପାଠ ଦେଇଥିଲା କମ୍ପାନୀ-ଅଦାନୀ ଗ୍ରୀନ ଏନର୍ଜି

କମ୍ପାନୀ ଏଭଳି ପ୍ଲାଣ୍ଟରୁ ୨୦ ବର୍ଷରେ ପ୍ରାୟ ₹୧.୭୦ ଲକ୍ଷ କୋଟି ଲାଭ ଆସିବ ଦର୍ଶାଇ ଆମେରିକୀୟ ନିବେଶକଙ୍କଠାରୁ ପୁଞ୍ଜି ଆଣିଥିଲା

ନିକଟରେ ଟ୍ରମ୍ପଙ୍କ ବିଜୟକୁ ସ୍ୱାଗତ କରି ଟ୍ୱିଟ କରିଥିଲେ ଅଦାନୀ!

Leave a Reply

Your email address will not be published. Required fields are marked *

You Missed