Spread the love

ଉତ୍ତରଓଡ଼ିଶାରେଝଡ଼ବାତ୍ୟା !.
ଝଡ଼ବାତ୍ୟା ନେଇ ପାଣିପାଗ ବିଭାଗର ବଡ଼ ସୂଚନା
ଆସନ୍ତାକାଲି ଓ ପରଦିନ ଝଡ଼ ତୋଫାନ ଆଶଙ୍କା
ମତ୍ସ୍ୟଜୀବୀଙ୍କୁ ୨ଦିନ ସମୁଦ୍ର ଭିତରକୁ ଯିବାକୁ ମନା
୪୦ରୁ ୫୦କିମି ବେଗରେ ବହିବ ପବନ
ସମୁଦ୍ରରେ ସୁଉଚ୍ଚ ଲହଡ଼ି ଉଠିବା ଆଶଙ୍କା!.
୬ଓ୮ରେମତ୍ସ୍ୟଜୀବୀଙ୍କୁସମୁଦ୍ର_ମନା!.

୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ମତ୍ସ୍ୟଜୀବୀଙ୍କୁ ସତର୍କତା
୬ ଓ ୮ ତାରିଖ ଦୁଇ ଦିନ ସମୁଦ୍ର ନଯିବାକୁ IMDର ପରାମର୍ଶ
ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା
୪୦ରୁ ୫୦ କିମି ବେଗରେ ପବନ ସହ ବଡ଼ ଜୁଆର ଆସିବା ସମ୍ଭାବନା!.

Leave a Reply

Your email address will not be published. Required fields are marked *