Spread the love

ଓଡ଼ିଶାର ସମସ୍ତ ବିଜ୍ଞ ବ୍ୟକ୍ତିମାନଙ୍କ ମନ୍ତବ୍ୟରେ ହିନ୍ଦୁ ଧର୍ମ ଆଜି ରସାତଳଗାମୀ.

ଆପଣମାନେ ସମସ୍ତେ ଜାଣିବା ଦରକାର ଯେ ଜ୍ୟୋତିଷଶାସ୍ତ୍ର ଏକ ବିଜ୍ଞାନ(astrology is a science) ଆପଣମାନେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସେହି ଦିବ୍ୟ ପଞ୍ଜିକାର ସାହାଯ୍ୟ ନେଇ ଜଣେ ଦୈବଜ୍ଞ ବ୍ରାହ୍ମଣ ପଣ୍ଡିତର ଚରଣାଶ୍ରିତ ହୁଅନ୍ତି । ଏବଂ ଜନ୍ମ, ବିବାହ,ମୃତ୍ୟୁ, ପୂର୍ଣ୍ଣିମା , ସଂକ୍ରାନ୍ତି, ଏବଂ ଦୈନଦିନ କାର୍ଯ୍ୟ ତଥା ପୂଜା ହୋମ, ବ୍ରତ ,ଯଜ୍ଞ ଇତ୍ୟାଦି .ଏହି ମହାନ ପଞ୍ଜିକା ମାଧ୍ୟମରେ ସମଗ୍ର ରାଜ୍ୟରେ ତଥା ଜଗନ୍ନାଥ ଧାମରେ ପ୍ରଚଳିତ । ଜଗନ୍ନାଥଙ୍କର ନିତିଦିନର କାର୍ଯ୍ୟ ମଧ୍ୟ ଏହି ପଞ୍ଜିକା ମାଧ୍ୟମରେ ନିର୍ଘଣ୍ଟ ହୋଇଥାଏ” |

ଆପଣଙ୍କର ବିଜ୍ଞାନ କାହିଁକି ଦୁର୍ଗା ପୂଜା ଲକ୍ଷ୍ମୀ ପୂଜାର ତିଥି ନିର୍ଘଣ୍ଟ କରି ପାରିଲାନି, ସେହି ବିଜ୍ଞାନ କାହିଁକି ବେଦ, ଉପନିଷଦ, ଶ୍ରୀମଦ୍ ଗୀତା ବିଷୟରେ ରିସର୍ଚ କରୁଛି ? ତେଣୁ ଆପଣମାନେ ଭଗବାନଙ୍କୁ ଦେଖିନାହାନ୍ତି ସୂର୍ଯ୍ୟ ଭଗବାନଙ୍କୁ ତ ନିଶ୍ଚୟ ଦେଖିଛନ୍ତି .ତେଣୁ ସେହି ସୂର୍ଯ୍ୟ ଭଗବାନଙ୍କର ଏମାନେ ଦାୟାଦ ( ସୌର ବ୍ରାହ୍ମଣ,ଦୈବଜ୍ଞ ବ୍ରାହ୍ମଣ, ଶାକ ଦ୍ଵିପୀ ବ୍ରାହ୍ମଣ) ତେଣୁ ହେମୋର ଓଡ଼ିଶାବାସୀ ଆପଣମାନେ ଏହି ଅଗ୍ର ପୂଜ୍ୟ ବ୍ରାହ୍ମଣମାନଙ୍କୁ ସମ୍ମାନ ଦେଇ ଶିଖନ୍ତୁ ସନାତନ ସଂସ୍କୃତି ଓ ପରମ୍ପରାକୁ ରସାତଳଗାମୀ ନ କରନ୍ତୁ ସେହି ମହାନ ପଞ୍ଜିକାର ପ୍ରଥମ ପୃଷ୍ଠାକୁ ପଢ଼ନ୍ତୁ ଶିବ ଏବଂ ମା ପାର୍ବତିଙ୍କ କଥୋପକଥନ |ସେହି ଦୈବଜ୍ଞ ବ୍ରାହ୍ମଣ ଆପଣଙ୍କ ମୁଣ୍ଡରେ ଦିବ୍ୟ ପଞ୍ଜିକା ଲଗାଇ ଆପଣମାନଙ୍କୁ ଆଶ୍ରିବାଦ କରେ ମଙ୍ଗଳ କାମନା କରେ।

Related Post

Leave a Reply

Your email address will not be published. Required fields are marked *