Spread the love

ଅକ୍ଷୟ ତୃତୀୟା ଦିବସର ମହତ୍ତ୍ଵ


ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ କୁମାର ଙ୍କ ଅବତରଣ ମା ଅନ୍ନପୂର୍ଣ୍ଣା ଙ୍କ ଜନ୍ମ ।
ଚିରଞ୍ଜିବୀ ମହର୍ଷି ପର୍ଶୁରାମ ଙ୍କ ଜନ୍ମ ।
କୁବେର ଙ୍କୁ ଧନର ଭଣ୍ଡାର ମିଳିଥିଲା । ମା ଗଙ୍ଗା ଙ୍କର ପୃଥିବୀ ଅବତରଣ ହୋଇଥିଲା
ସୂର୍ଯ୍ୟ ଭଗବାନ ପାଣ୍ଡବ ମାନଙ୍କୁ ଅକ୍ଷୟ ପାତ୍ର ପ୍ରଦାନ କରିଥଲେ ।
ମହାଭାରତ ଯୁଦ୍ଧ ସମାପ୍ତ ହୋଇଥିଲା ।
ବ୍ୟାସଦେବ ଗଣେଶଙ୍କ ସହ ମିଶି ମହାକାବ୍ୟ “ମହାଭାରତ” ରଚନା ପ୍ରାରମ୍ଭ କରିଥିଲେ ।
ପ୍ରସିଦ୍ଧ ତୀର୍ଥକ୍ଷେତ୍ର ବଦ୍ରିନାରାୟଣ ଙ୍କ ମନ୍ଦିର କବାଟ ଖୋଲାଯାଇଥାଏ
ବୃନ୍ଦାବନ ରେ ବାଙ୍କେବିହାରି ମନ୍ଦିରରେ ଶ୍ରୀକୃଷ୍ଣ ଙ୍କ ଚରଣ ଦର୍ଶନ ହୋଇଥାଏ ।
ମହାପ୍ରଭୁ ଭଗବାନ ଶ୍ରୀଜଗନ୍ନାଥଙ୍କ ତିନି ରଥର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ
ମହାପ୍ରଭୁ ଶ୍ରଜଗନ୍ନାଥଙ୍କର ୨୧ଦିନ ବ୍ୟାପୀ ଚନ୍ଦନ ଯାତ୍ରା ଆଜିଠୁ ଆରମ୍ଭ ହୁଏ । ଆଦି ଶଙ୍କରାଚାର୍ଯ୍ୟ ” କନକଧାରା ସ୍ତୋତ୍ର ” ରଚନା କରିଥିଲେ । ଅକ୍ଷୟ ତୃତୀୟା ରେ ସମସ୍ତ ପ୍ରକାର ଶୁଭ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ ।
ଓଡ଼ିଶା ରେ ଚାଷୀମାନେ ଆଜି ଜମିରେ ଅକ୍ଷିମୁଠି ଅନୁକୂଳ କରିଥାଆନ୍ତି ।

  • ଆପଣଙ୍କ “ସୁଖ” ଅକ୍ଷୟ ରହୁ ।
  • ଆପଣଙ୍କ “ଧନ” ଅକ୍ଷୟ ରହୁ ।
  • ଆପଣଙ୍କ “ପ୍ରେମ” ଅକ୍ଷୟ ରହୁ ।
  • ଆପଣଙ୍କ “ସ୍ନେହ” ଅକ୍ଷୟ ରହୁ ।
  • ଆପଣଙ୍କ “ସ୍ୱାସ୍ଥ୍ୟ” ଅକ୍ଷୟ ରହୁ ।
  • ଆପଣଙ୍କ “ସମ୍ପର୍କ” ଅକ୍ଷୟ ରହୁ ।
    💐ପବିତ୍ର ଅକ୍ଷୟ ତୃତୀୟା ର ଶୁଭ ଅଭିନନ୍ଦନ🙏

Leave a Reply

Your email address will not be published. Required fields are marked *

You Missed