Spread the love

କଟକ 28/8/2024 :ୱାଇ ଏମ ସିଏ କଟକ ys ମେନ୍ସ କ୍ଳବ ଅଫ କଟକ ମିଳେନିଅମ ଓ ଅମୁଲର ମିଳିତ ଆନୁକୁଲ୍ୟରେ ଏକ ରକ୍ତଦାନଶିବିର ଅନୁଷ୍ଠିତ ହୋଇଯାଇଅଛି.

ଏହି ଶିବିରରେ ସମାଜ ପ୍ରିଣ୍ଟର ଓ ପବ୍ଲିସର ଡ. ପ୍ରଭାସ ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ.ରକ୍ତ ଦାନ ମହା ପୁଣ୍ୟ ବକ୍ତବ୍ୟ ଦେଇଥିଲେ. ଅନୁଷ୍ଠାନ ର କଟକ ସଭାପତି ଡ଼ଃ ରାଜ ବଲ୍ଳହବ ମହାନ୍ତି, କୋଶଧକ୍ଷ, ଉଦୟ କୁମାର ପୁରୀ, ସମସ୍ତ ସଭ୍ୟବୃନ୍ଦ ଓ ୱାଇ ମେନ୍ସ ର ସୁଜିତ ପାଣି. ଡିଜି ଇଣ୍ଟାରନେସନାଲ ସଭାପତି ଅନୁଷ୍ଠାନ ମିଳେନିଅମ ର ସଭାପତି ସୁଧନନ୍ଦ ବିହାରୀ, ଓ ଅମୁଲର ଅଫିସରଇନଚାର୍ଜ ଶ୍ରୀ ଗଣପତି ରାଉତ. ଅଫିସରଇନଚାର୍ଜ ଫୋରଜନ ଲାଇନ ଜଗମୋହନ ସାହୁ, ଏବଂ ଏସିବି ମେଡିକାଲର ବ୍ଲଡ଼ ବ୍ୟାଙ୍କର କର୍ମ କର୍ତା ମାନେ ଉପସ୍ଥିତ ରହି ଉକ୍ତ ରକ୍ତ ଡାନ ଶିବିରକୁ ସାଫଲ୍ୟ ମଣ୍ଡିତ କରିଥିଲେ. ଉକ୍ତ ଶିବିରରେ 100ଇୟୁନିଟ ବ୍ଲଡ଼ ସଂଗ୍ରହ କରାଯାଇ ଥିଲା,ଶେଷରେ ୱାଇ ଏମ ସିଏ କଟକ ର ସମ୍ପାଦକ ଇଂ ଆଲୋକ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.

Related Post

Leave a Reply

Your email address will not be published. Required fields are marked *

You Missed