Spread the love

୨୦୨୪ ର ସୂର୍ଯ୍ୟ ଘରବାହୁଡିଛି
ପକ୍ଷୀ ଫେରୁଛନ୍ତି ନିଜ ନିଜ ନିଡକୁ
ଅପେକ୍ଷାରେ ମୁଁ ୨୦୨୫ ସୂର୍ଯ୍ୟୋଦୟ
ଦେଖ, ବଡ଼ଦାଣ୍ଡ ର ସେ ଭିଡ଼କୁ

ସାହାଣମେଲା ଦେଖ ସିଂହଦ୍ଵାରଆଜି
ଭକତେ ସୁଖ ଦୁଃଖ ଜଣାଇବା ପାଇଁ
ଭକ୍ତ ପ୍ରଭୁଙ୍କର କୃପା ଲଭିବା ପାଇଁ କି
କାହିଁ କେତେ ଦୂରୁ ଆସେ ଧାଇଁ

Leave a Reply

Your email address will not be published. Required fields are marked *