ଯେମିତି କର୍ମକୁ ସେମିତି ଫଳ ମିଳିଥାଏ।ନିଜର କ୍ଷଣିକ ସୁଖ ପାଇଁ ଅନ୍ୟକୁ ଧୋକା ଦେଉଥିବା ମଣିଷ,ଏ ଦୁନିଆର ସବୁଠାରୁ ବଡ ବିଶ୍ବାସଘାତକ ବୋଲାଇ ଥାଏ।
ସବୁବେଳେ ଭାଗ୍ୟକୁ ଦୋଷ ଦେଉଥିବା ଲୋକ କେବେବି ଭଲ କର୍ମ କରିନଥାଏ। ସେ ସବୁବେଳେ ଅନ୍ୟ ଉପରେ ନିର୍ଭର କରି ଭାଗ୍ୟ କୁ ଦୋଷ ଦିଏ।
ପ୍ରାୟ ସମସ୍ତଙ୍କର ଜୀବନ କଷ୍ଟକର ହୋଇପାରେ କିନ୍ତୁ ଅସମ୍ଭବ ନୁହେଁ,ତେଣୁ ପ୍ରତ୍ୟେକ ଦିନ ସକାଳୁ ଜିତିବାର ଗୋଟିଏ ଇଚ୍ଛା ନେଇ ଆଗକୁ ବଢିବା।
ଅପେକ୍ଷାର ଫଳ ନିଶ୍ଚିତ ରୂପେ ମିଠା ହୋଇଥାଏ କିନ୍ତୁ ଧୌର୍ଯ୍ୟ ଧରି ରହିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ,ସେଥିପାଇଁ କିଛି ଲୋକଙ୍କର ଖୁସି ଆଖି ପାଆନ୍ତାରୁ ହିଁ ଦୂରେଇ ଯାଏ।