Spread the love

ଲୋକ ସଭାରେ ଡେପୁଟି ସ୍ପିକର ପଦବୀ ଦାବିରେ ଜିଦ ଧରିଥିବା ବିରୋଧୀ ଚେତାବନୀ ଦେଇଛନ୍ତି ଯେ ଯଦି ସରକାର କୌଣସି ବିରୋଧୀଦଳର ନେତାଙ୍କୁ ଡେପୁଟି ସ୍ପିକର କରିବାକୁ ରାଜି ନ ହୁଅନ୍ତି, ତେବେ ସେମାନେ ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ଯଦି ବିରୋଧୀ ଦଳ ଆସନ୍ତା ସପ୍ତାହରେ ଲୋକ ସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ଦିଅନ୍ତି, ତେବେ ସ୍ବାଧୀନ ଭାରତ ଇତିହାସରେ ଏହା ପ୍ରଥମ ଥର ହେବ ଯେ ଲୋକ ସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Related Post

Leave a Reply

Your email address will not be published. Required fields are marked *

You Missed