ଯଦି ଆମେ ଆମର ଶକ୍ତି କାହାର ହିତ ପାଇଁ ବ୍ୟବହାର କରିପାରିବା ନାହିଁ, ତେବେ ସେହି ଶକ୍ତି ଆମ ପାଇଁ ଦିନେ ଅସୁବିଧାର ପର୍ବତ ସୃଷ୍ଟି କରିପାରେ ।
ଆମ୍ ଯାହା ଚାହାଁନ୍ତି ତାହା ପାଇବା ନାହିଁ କିନ୍ତୁ ଆମ ପାଇଁ ଯାହା ଯୋଗ୍ୟ ତାହା ପାଇବା ପାଇଁ କେହି ଅଟକେଇ ପାରିବେ ନାହିଁ।
ଆଜିର ସମୟରେ ସୁଖରେ ରହିବାର ଦୁଇଟି ଉପାୟ ହେଉଛି ପରିସ୍ଥିତିକୁ ବଦଳାଇ ଦିଅ, ନଚେତ୍ ପରିସ୍ଥିତିକୁ ଦେଖି ନିଜକୁ ବଦଳାଇ ଦିଅ।
ସାହାଯ୍ୟ ଗୋଟିଏ ଏମିତି ଶବ୍ଦ ଯାହାକୁ କରିଲେ ଲୋକେ ଭୁଲିଯିବେ ନକଲେ ଲୋକେ ଜୀବନସାରା ମନେରଖିବେ।
ଯିଏ ମଣିଷ ପଛରେ ଚାଲେ ତା ନା ଛାୟା, ଆଉ ମଣିଷ ଯାହା ପଛରେ ଚାଲେ ତା ନା ମାୟା….
ପରିସ୍ଥିତି ତୁମକୁ ଧନ୍ୟବାଦ୍ ତୁମେ ବୁଝେଇ ଦେଇଛ, ସବୁ ଆପଣାର ଆପଣାର ହୁଅନ୍ତି ନାହିଁ….
ସର୍ବେ ଭବନ୍ତୁ ସୁଖିନଃ।
ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ
ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥
ଶାନ୍ତିଃ ଶାନ୍ତିଃ ଶାନ୍ତିଃ