୭ଜିଲ୍ଲାକୁ_SRCଙ୍କସତର୍କତା!.
ହୀରାକୁଦ ଗେଟ୍ ଖୋଲିବା ପରେ SRCଙ୍କ ପକ୍ଷରୁ ସତର୍କତା
ଲୋକଙ୍କୁ ସଚେତନ କରାଇବାକୁ ୭ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ

ବନ୍ୟାଜଳ ଛାଡ଼ିଥିବାରୁ ମହାନଦୀକୁ ନଯିବାକୁ ସଚେତନ କରାଇବାକୁ ପରାମର୍ଶ
ସମ୍ବଲପୁର, ସୋନପୁର, ନୟାଗଡ଼, ଅନୁଗୋଳ,ପୁରୀ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ
କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ମଧ୍ୟ ସତର୍କତା
ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ ଗେଟ୍!.