Spread the love

ରାଜ୍ୟରେଜୁଲାଇରୁବିଜୁଳିବିଲ୍‌ଛାଡ଼ପ୍ରସଙ୍ଗ!.
ବିରୋଧୀ ଦଳ ଉପମୁଖ୍ୟ ସଚେତକ ପ୍ରତାପ ଦେବଙ୍କ ପ୍ରତିକ୍ରିୟା
‘ନିର୍ବାଚନବେଳେ BJD ୧୦୦ ୟୁନିଟ୍ ମାଗଣା ବିଜୁଳି ଦେବ କହିଥିଲା, BJP ୩୦୦ ୟୁନିଟ୍ ଦେବ କହିଥିଲା’
ପ୍ରତିଶ୍ରୁତି ପ୍ରତାରଣାରେ ପରିଣତ ନ ହେଉ:
-BJD ପକ୍ଷରୁ ସରକାରଙ୍କୁ ଆମେ ମନେ ପକାଇ ଦେଉଛୁ’!.
ବାର,ପବ୍‌କୁ_ଚେତାବନୀ!.

ରାତି ତମାମ ଖୋଲୁଥିବା ବାର, ପବ୍‌ ଉପରେ ହେବ କାର୍ଯ୍ୟାନୁଷ୍ଠାନ
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଲେ ଅବକାରୀ କମିଶନର
ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ବନ୍ଦ ନହେଲେ ପ୍ରଥମ ଚଢ଼ାଉରେ ଫାଇନ୍‌ ହେବ
ବାରମ୍ବାର ଉଲ୍ଲଂଘନ କଲେ ପବ୍‌, ବାର୍‌ ଲାଇସେନ୍ସ ବାତିଲ କରାଯିବ
ଅଫିସର ସଠିକ କାର୍ଯ୍ୟ ନକଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ!.

ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ବୈଠକ!.
ବିଭିନ୍ନ ବିଭାଗର ସଚିବଙ୍କ ସହ CSଙ୍କ ବୈଠକ
ଯୋଜନା ଓ ଏହାର କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବ
ବଜେଟ ଉପସ୍ଥାପନା, ରଥଯାତ୍ରା ସୁପରିଚାଳନା ଉପରେ ଫୋକସ୍‌
କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା ଓ ସୁପ୍ରଶାସନ ଉପରେ ଗୁରୁତ୍ବ
ସଚିବଙ୍କୁ ଗଠନମୂଳକ ପରାମର୍ଶ ଦେଲେ ମନୋଜ ଆହୁଜା!.

Related Post

Leave a Reply

Your email address will not be published. Required fields are marked *