Spread the love

ପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଛପନ ଭୋଗର ନାମ

ଗୋପାଳ ବଲ୍ଲଭ-

  1. ନଦିଆପାତି
  2. ଗୁଆଲହୁଣି
  3. ଦହି ୧ଓଳି
  4. ବଲ୍ଲଭ
  5. ନଡ଼ିଆ କୋରା
  6. ଖୁଆମଣ୍ଡା
  7. କଦଳୀ
  8. ଗୁଦକେରା

ସକାଳ ଧୂପ

  1. ଆଦାପଚେଲି
  2. ମହାଦେଇ
  3. ତାଚି ଖେଚୁଡ଼ି
  4. ବଡ଼ି ପିଠା
  5. ନାଡ଼ି
  6. କାକତୁଆ ଝିଲ୍ଲି
  7. ହଂଶକେଳି
  8. ଯେନାମଣି
  9. ମାଠପୁଳି
  10. ଏଣ୍ଡୁରୀ
  11. କଅଁଳ ପୁରି
  12. ଟାକୁଆ
  13. ଶାଗ

ମଧ୍ୟାହ୍ନ ଧୂପ

  1. ମାଠପୁଳି ବଡ଼
  2. ଭାତ ପୁରି
  3. ଓରିଆ ଥାଳି
  4. ସୁଆରୀ
  5. ବଡା
  6. ମୁଗ ପାଇତି
  7. ମାରିଚି ମଣି
  8. ବଡ଼ି ଖିରିସା
  9. ବୁନ୍ଦିଆ
  10. ସାତପତିଆ ପିଠା
  11. ଶାକରା
  12. ମାନ୍ଦୁଆ
  13. ପାଗ ଆରିସା
  14. ଖାଇରଚୂଳ
  15. କ୍ଷୀରି
  16. ତିପୁରି
  17. ବୁନ୍ଦି କ୍ଷୀରି
  18. ଛେନା ଖିରୀସା
  19. କାନିକା

ସନ୍ଧ୍ୟା ଧୂପ

  1. ମାଠପୁଳି ପୁରୋଡ଼ାଶ
  2. ସୁଆର ପିଠା
  3. ଚକି ଅମାଲୁ
  4. କେଳି
  5. ଖୁଦପିଠା
  6. ମଣ୍ଡା
  7. ଖୁରୁମା
  8. ବଡ଼ ସୁଆର ପିଠା
  9. ଥାଳି ଅର୍ନ୍ନ

ବଡ ଶୃଙ୍ଗାର

  1. ପାଞ୍ଚ ପଟିଆ ବିରି ପିଠା
  2. ଗଜା
  3. ମିଥାପଖାଳ
  4. ସୁଗନ୍ଧ ପଖାଳ
  5. ପରିଯାତକ
  6. ଦହି ପଖାଳ
  7. ଚଡେଇ, ନଦା, ପରଖ ଘିଅ

Related Post

Leave a Reply

Your email address will not be published. Required fields are marked *

You Missed