Employment News : North Eastern Railway Recruitment: ଭାରତୀୟ ରେଳବାଇରେ ଚାକିରି ସୁଯୋଗ; ପୂରଣ ହେବ ୧୦୦୦ରୁ ଅଧିକ ପଦବୀ
ରେଳବାଇରେ ଚାକିରି କରିବାକୁ ପ୍ରାୟ ଯୁବକଙ୍କ ସ୍ୱପ୍ନ ଥାଏ। ଆପଣ ଯଦି ଏଭଳି ସ୍ୱପ୍ନ ଦେଖୁଛନ୍ତି ତେବେ ଏହାକୁ ପୂରଣ କରିବାର ସୁଯୋଗ ଆସିଯାଇଛି। ଏହି ସୁଯୋଗ ଆଣିଛି ଭାରତୀୟ ରେଳବାଇ। ଉଉର ପୂର୍ବ ରେଳବାଇ(NER) ଏନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
ଏହି ନିଯୁକ୍ତି ମାଧ୍ୟମରେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗରେ ଆପ୍ରେଣ୍ଟିସ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୧୦୦୦ରୁ ଅଧିକ ପଦବୀ ପୂରଣ ହେବ। ଦଶମ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗର ଅଫିସିଆଲ୍ ୱେବ୍ସାଇଟ୍ ner.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ North Eastern Railway Recruitment Apply for 1,104 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୨ ଜୁନ୍ ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪
ଖାଲି ପଦବୀ:
ମେକାନିକ୍ ୱାର୍କସପ୍ ଗୋରଖପୁର – ୪୧୧
ସିଗ୍ନାଲ୍ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୬୩
ବ୍ରିଜ୍ କ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୩୫
ମେକାନିକ୍ ୱାର୍କସପ୍ ଇଜ୍ଜତନଗର – ୧୫୧
ଡିଜେଲ ଶେଡ୍ ଇଜ୍ଜତନଗର – ୬୦
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଇଜ୍ଜତନଗର – ୬୪
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଲକ୍ଷୌ ଜଙ୍କ୍ସନ୍ – ୧୫୫
ଡିଜେଲ ଶେଡ୍ ଗୋଣ୍ଡା – ୯୦
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ବାରାଣାସୀ – ୭୫
ମୋଟ୍ ପଦବୀ – ୧୧୦୪
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଅଧିକ ପଢ଼ନ୍ତୁ: HPCL Job Vacancy: HPCLରେ ପୂରଣ ହେବ ଇଞ୍ଜିନିୟର୍ ଓ ଅଫିସର ପଦବୀ; ଦରମା ୨ ଲକ୍ଷ ୪୦ ହଜାର
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ସ୍କୁଲ୍ ବୋର୍ଡରୁ ଅତିକମ୍ରେ ଗ୍ରାଜୁଏସନ୍ ୫୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍
ସମ୍ବନ୍ଧିତ ଟ୍ରେଡ୍ରେ ITI ସାର୍ଟିଫିକେଟ୍
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ବୟସ ସୀମା:
ସର୍ବନିମ୍ନ ବୟସ – ୧୫ ବର୍ଷ
ସର୍ବାଧିକ ବୟସ – ୨୪ ବର୍ଷ
ବୟସ ଗଣନା ୧୨ ଜୁନ୍ ୨୦୨୪ ଅନୁସାରେ ହେବ
ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଆବେଦନ ଶୁଳ୍କ:
SC/ST/ PwBD/ମହିଳା/ଦିବ୍ୟାଙ୍ଗ – ଦେୟମୁକ୍ତ
ଅନ୍ୟମାନେ – ୧୦୦ ଟଙ୍କା
ଦରମା:
ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ଯୋଗ୍ୟତା ଅନୁସାରେ
ଡକ୍ୟୁମେଣ୍ଟ୍ ଯାଞ୍ଚ
ଶାରିରୀକ ମାପ
ଡାକ୍ତରୀ ଯାଞ୍ଚ
ଅଧିକ ପଢ଼ନ୍ତୁ: SEBI Recruitment 2024: SEBI ରେ ଚାକିରି ସୁଯୋଗ; ପୂରଣ ହେବ A ଗ୍ରେଡ୍ ଅଫିସର
OTV Is Now On Whatsapp
Join And Get Latest News Update Delivered To You Via Whatsapp
JOIN NOW
Govt Jobs
Indian Railway Jobs
Indian Railways
by TaboolaPromoted Links
You May Like
Al Analyze Your Share With 96% Right Rate
Real-Time Stock Analysis and Share Price Forecast to Find Your Best Buy and Sell Timing.
uristock.com
Food Delivery Boy ର ଅଜବ କାରନାମା, ମହିଳାଙ୍କ ସହ ରଖୁଥିଲା ଜୋରଜବରଦସ୍ତି ଶାରୀରିକ ସମ୍ପର୍କ
ଅନଲାଇନ ଖାଦ୍ୟ ଦେଉଥିବା Food Delivery Boy ଏମିତି କିଛି କାଣ୍ଡ ଘଟାଇଛି ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଗୋଟିଏ ନୁହେଁ ୨ଟି ନୁହେଁ ଅନେକ ଗୁଡ଼ିଏ ଦୁଷ୍କର୍ମ ମାମଲା ଆସିଛି ଡେଲିଭରି ବଏ ନାଁରେ।
More Stomach Problems Now Than A Few Years Ago? Here Are Symptoms You Shouldn’t Ignore
Irritable Bowel Syndrome | Search Ads
7th Pay Commission: ଖୁବ୍ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର
ଖୁବ୍ ଶୀଘ୍ର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର। ଶୁଣିବାକୁ ମିଳୁଛି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ମଧ୍ୟ ବୃଦ୍ଧି ହୋଇପାରେ। ଫଳରେ କର୍ମଚାରୀଙ୍କ ସର୍ବନିମ୍ନ ବେସିକ୍ ସାଲାରୀ ୧୮ ହଜାର ଟଙ୍କାରୁ ବୃଦ୍ଧି ହୋଇ ୨୬ ହଜାର ଟଙ୍କା ହୋଇପାରେ।
NEXT STORY
Bank of Baroda Recruitment 2024: BOBରେ ପୂରଣ ହେବ ମ୍ୟାନେଜର୍ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ
BOBରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।
Bank of Baroda Recruitment 2024 Apply for 627 posts Credit: OTV
BOBରେ ପୂରଣ ହେବ ମ୍ୟାନେଜର୍ ପଦବୀ; ଗ୍ରାଜୁଏସନ୍ କରିଥିଲେ ସୁଯୋଗ
Pramod Behera
INDIA, PUBLISHED: TUESDAY, 18 JUN 2024
UPDATED: 18 JUN 2024, 06:44 PM IST
BY: PRAMOD BEHERA
ପ୍ରାୟ ଯୁବବର୍ଗ ବ୍ୟାଙ୍କରେ ଚାକିରି କରିବାକୁ ଆଗ୍ରହ ଦେଖାଇଥାନ୍ତି। ତେବେ ବ୍ୟାଙ୍କ ଅଫ୍ ବରୋଦା (BOB) ରେ ଚାକିରି ପାଇବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ। ଏଥିପାଇଁ ବ୍ୟାଙ୍କ ଅଫ୍ ବରୋଦାର କର୍ପୋରେଟ୍ ଏବଂ ଆନୁଷ୍ଠାନିକ କ୍ରେଡିଟ୍ ବିଭାଗରେ ଅନେକ ପଦବୀ ଖାଲି ଅଛି। ଏହାକୁ ପୂରଣ କରିବା ନେଇ BOB ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ଏହି ନିଯୁକ୍ତି ମାଧ୍ୟମରେ ରେଗୁଲାର୍ ଓ ଚୁକ୍ତିଭିତ୍ତିକ ପଦବୀ ପୂରଣ ହେବ। ଏନେଇ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ ପାଶ୍ କରିଥିବା ପ୍ରାର୍ଥୀମାନେ ଏହାର ସୁଯୋଗ ନେଇପାରିବେ।
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଉତ୍ତର ପୂର୍ବାଞ୍ଚଳ ରେଳ ବିଭାଗର ଅଫିସିଆଲ୍ ୱେବ୍ସାଇଟ୍ ner.indianrailways.gov.in କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ North Eastern Railway Recruitment Apply for 1,104 posts Notification ଏହି ଲିଙ୍କ୍ ଉପରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
ଅନ୍ଲାଇନ୍ ଆବେଦନ ଆରମ୍ଭ – ୧୨ ଜୁନ୍ ୨୦୨୪
ଅନ୍ଲାଇନ୍ ଆବେଦନ ଶେଷ – ୧୧ ଜୁଲାଇ ୨୦୨୪
ଖାଲି ପଦବୀ:
ମେକାନିକ୍ ୱାର୍କସପ୍ ଗୋରଖପୁର – ୪୧୧
ସିଗ୍ନାଲ୍ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୬୩
ବ୍ରିଜ୍ କ ୱାର୍କସପ୍ ଗୋରଖପୁର କ୍ୟାଣ୍ଟ – ୩୫
ମେକାନିକ୍ ୱାର୍କସପ୍ ଇଜ୍ଜତନଗର – ୧୫୧
ଡିଜେଲ ଶେଡ୍ ଇଜ୍ଜତନଗର – ୬୦
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଇଜ୍ଜତନଗର – ୬୪
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ଲକ୍ଷୌ ଜଙ୍କ୍ସନ୍ – ୧୫୫
ଡିଜେଲ ଶେଡ୍ ଗୋଣ୍ଡା – ୯୦
କ୍ୟାରିଜ୍ ଆଣ୍ଡ୍ ୱାଗନ୍ ବାରାଣାସୀ – ୭୫
ମୋଟ୍ ପଦବୀ – ୧୧୦୪
ଶିକ୍ଷାଗତ ଯୋଗ୍ୟତା:
ଯେକୌଣସି ସ୍ୱୀକୃତିପ୍ରାପ୍ତ ସ୍କୁଲ୍ ବୋର୍ଡରୁ
ଅତିକମ୍ରେ ଗ୍ରାଜୁଏସନ୍ ୫୦ ପ୍ରତିଶତ ମାର୍କ ସହିତ ଦଶମ ପାଶ୍
ସମ୍ବନ୍ଧିତ ଟ୍ରେଡ୍ରେ ITI ସାର୍ଟିଫିକେଟ୍
ବୟସ ସୀମା:
ସର୍ବନିମ୍ନ ବୟସ – ୧୫ ବର୍ଷ
ସର୍ବାଧିକ ବୟସ – ୨୪ ବର୍ଷ
ବୟସ ଗଣନା ୧୨ ଜୁନ୍ ୨୦୨୪ ଅନୁସାରେ ହେବ
ଆବେଦନ ଶୁଳ୍କ:
SC/ST/ PwBD/ମହିଳା/ଦିବ୍ୟାଙ୍ଗ – ଦେୟମୁକ୍ତ
ଅନ୍ୟମାନେ – ୧୦୦ ଟଙ୍କା
ଦରମା:
ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ
ଚୟନ ପ୍ରକ୍ରିୟା:
ଯୋଗ୍ୟତା ଅନୁସାରେ
ଡକ୍ୟୁମେଣ୍ଟ୍ ଯାଞ୍ଚ
ଶାରିରୀକ ମାପ
ଡାକ୍ତରୀ ଯାଞ୍ଚ