ବିଧାନସଭା ଭିତରେ ଓ ବାହାରେ ଗଙ୍ଗାଜଳ ଛିଞ୍ଚି BJD ର ପ୍ରତିବାଦ ଦୃଶ୍ୟ
ଭୁବନେଶ୍ୱର: BJD ବିଧାୟକମାନେ ଓଡ଼ିଶା ବିଧାନସଭାକୁ ଗଙ୍ଗା ଜଳ ଏବଂ ଗୋମୟ ଦ୍ୱାରା ଶୁଦ୍ଧ କରିବାକୁ ଦାବି କରିଛନ୍ତି।
ବିଧାନସଭାରେ ଉଠିଲା ଆଦାନୀ ପ୍ରସଙ୍ଗ।
ବିଧାନସଭା ଶୂନ୍ୟକାଳରେ ବିଜେଡି ଉଠାଇଲା ଆଦାନୀ ପ୍ରସଙ୍ଗ । ବରଗଡ଼ରେ ଆଦାନୀ କମ୍ପାନୀ ସରକାରୀ ସିମେଣ୍ଟ କାରଖାନା ବନ୍ଦ କରିଥିବା ପ୍ରସଙ୍ଗ ଉଠାଇଛି ବିଜେଡି । ସିମେଣ୍ଟ କାରଖାନା ବନ୍ଦ କରି ଗନ୍ଧମାର୍ଦ୍ଧନ ପର୍ବତରୁ ବକ୍ସାଇଟ୍ ଆଣି ସିମେଣ୍ଟ କାରଖାନାରେ କ୍ଲିଙ୍କର ପ୍ରତିଷ୍ଠା କରିବାକୁ କମ୍ପାନୀ ଯୋଜନା କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ।