Spread the love

ବିଜା ପୁଅ ଯଦି ଅବିଜା ହୋଇଲା,
ବୃଦ୍ଧାଶ୍ରମେ ଯାଇଁ ରୁହ,
ବୋପାକୁ ମଉସା ଡାକୁଥିବ ସଦା,
ବିଧାତା ମାରିଲେ ଢିଅ।।

ଆପଣ ବି ଠିକ୍ ଏପରି ଧୀରସ୍ଥିର ଭାବେ କାମ କରନ୍ତୁ । ଯେପରି ଅନ୍ୟ ବ୍ୟକ୍ତି ଆପଣଙ୍କ କାମର ଆଭାସ ପାଇବ ନାହିଁ । ନିରନ୍ତର ଭାବେ ଉଦ୍ୟମ ଜାରି ରଖନ୍ତୁ । ଆପଣଙ୍କ ସଫଳତା ଦିନେ କୋଳାହଳ ସୃଷ୍ଟି କରିବ ।

ରାଗ ସମୟରେ ସର୍ବଦା ନୀରବ ରୁହନ୍ତୁ । କାରଣ ଏମିତି ନକଲେ ଯୁକ୍ତି ହେବ ଆଉ ଯୁକ୍ତି ବଢ଼ିଲେ କଳି ହେବ ଆଉ କଳି ବଢ଼ିଲେ ସମ୍ପର୍କର ଶେଷ ହେବ ।
ତେଣୁ ନିଜର ରାଗ ସମୟରେ ସର୍ବଦା ନୀରବ ରହିବା ଟା ହିଁ ଭଲ ।

“ଶ୍ରୀକୃଷ୍ଣ କୁହନ୍ତି”
ପ୍ରେମ ସିଏ ନୁହେଁ ଯିଏ ଆମର ଗୋଟେ ଭୁଲ ପାଇଁ ଆମ Relationship ଛାଡ଼ିଦେଇଯାଏ ,ପ୍ରକୃତ ପ୍ରେମ ସିଏ ଯିଏ ଆମ ଭୁଲ କୁ ସୁଧାରି । ସାରାଜୀବନ ଆମ ସାଥ ଦେଇଥାଏ……।

    

Related Post

Leave a Reply

Your email address will not be published. Required fields are marked *