Spread the love

ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ। ନିର୍ବାଚନ ପରେ ସେମାନଙ୍କୁ ପାଇବେ ନାହିଁ । ବିଜେଡି କେବଳ ଆପଣଙ୍କ ସୁଖଦୁଃଖରେ ଠିଆ ହେବ । ବିଜେଡି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ!.
ବୌଦ୍ଧରେଭିକେପାଣ୍ଡିଆନଙ୍କ_ପ୍ରଚାର!.
ପୁରୁଣାକଟକ ମିନି ଷ୍ଟାଡିୟମ ସଭାକୁ ସମ୍ବୋଧନ କଲେ
ନିର୍ବାଚନ ବେଳେ କିଛି ଆସିବେ ଦରଖାସ୍ତ ନେଇ ଭୁଲିଯିବେ’
ପର୍ଯ୍ୟଟକଙ୍କ ପରି ନେତା ଆସିବେ ବଡ଼ ବଡ଼ କଥା କହି ଭୁଲିଯିବେ’
ନିର୍ବାଚନ ପରେ ଆପଣ ଖୋଜିଲେ ନେତାଙ୍କୁ ଆଉ ପାଇବେନି’!.

Related Post

Leave a Reply

Your email address will not be published. Required fields are marked *

You Missed