Spread the love

ନିର୍ବାଚନରେପରାଜୟପରେକଂଗ୍ରେସରପ୍ରେସମିଟ୍‌!.
କଂଗ୍ରେସର ଓଡ଼ିଶା ପ୍ରଭାରୀ ଅଜୟ କୁମାରଙ୍କ PC
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ଅଜୟ କୁମାର
ସୁଟ୍‌ ବୁଟ୍‌ ପିନ୍ଧା ଲୋକ ଆସି ଓଡ଼ିଶାକୁ ଖୋଳ କରିଦେବେ’
‘ଓଡ଼ିଶାବାସୀ କଂଗ୍ରେସ ଉପରେ ବିଶ୍ବାସ ବଜାୟ ରଖନ୍ତୁ’
ବିଜୟୀ ୧୪ ନବ ନିର୍ବାଚିତ ବିଧାୟକଙ୍କୁ ଶୁଭେଚ୍ଛା ଜଣାଇଲେ
କଂଗ୍ରେସ କମୀଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଦେଲେ
ହାରିଯାଇଥିବା କଂଗ୍ରେସ କର୍ମୀଙ୍କୁ ଶାନ୍ବନା ଦେଲେ ଅଜୟ
କମ୍‌ ମାର୍ଜିନରେ ହାରିଥିବା ସମସ୍ତ ପ୍ରାର୍ଥୀଙ୍କୁ ଗୁରୁଦାୟିତ୍ବ ଦିଆଯିବ’!.

Related Post

Leave a Reply

Your email address will not be published. Required fields are marked *

You Missed