ଜୀବନ ଗୋଟିଏ ମିନିଟ୍ ରେ ବଦଳିଯାଏ ନାହିଁ କିନ୍ତୁ ଗୋଟିଏ ମିନିଟ୍ ରେ ନେଇଥିବା ନିଷ୍ପତି ଜୀବନକୁ ବଦଳେଇ ଦେଇଥାଏ ଏଇ ତ ଜୀବନ ଯାହାର ରକ୍ଷା ଈଶ୍ୱର କରନ୍ତି,ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପଶିଖାକୁ ସୁରକ୍ଷା ଦେବ ତାକୁ କିଏ ଲିଭାଇ ପାରିବ
ଯେଉଁଠାରେ ଧର୍ଯ୍ୟ ଶେଷ ହେଇଯାଏ ସେହି ସମୟରୁ ପରାଜୟ ଆରମ୍ଭ ହୋଇଥାଏ ସ୍ୱପ୍ନକୁ ସାକାର କରିବାକୁ ହେଲେ ନିରନ୍ତର ପ୍ରଚେଷ୍ଟା ଓ ନିଜ ଉପରେ ଆତ୍ମବିଶ୍ୱାସ ରହିବା ଦରକାର ଭାଗ୍ୟକୁ ଦୁର୍ବଳ ଲୋକ ହିଁ ଦୋଷ ଦେଇଥାନ୍ତି
ବଜାରରେ ମିଳୁଥିବା ଚ୍ଛୋଟିଆ ଫଳଟିଏ ନିଜର ଆକାର ପାଇଁ ନୂହେଁ ନିଜର ମଧୁର ସ୍ଵାଦ ପାଇଁ ଅଧିକ ଦାମ ରେ ବିକ୍ରି ହୋଇଯାଏ ଠିକ୍ ସେହିପରି ମଣିଷ ଛୋଟ ହେଉ ଅବା ବଡ ଧନୀ ହେଉ ଅବା ଗରିବ ନିଜର ଭଲ ବ୍ୟବହାର ପାଇଁ ସମାଜରେ ସମ୍ମାନ ପାଇଥାଏ
🙏 ଜୟ ଜଗନ୍ନାଥ