Spread the love

.ଆଜିର ଅନୁଚିନ୍ତା


ବିବାହ ବନ୍ଧନରେ ଆବଦ୍ଧଥିବା ସବୁ ଦମ୍ପତିଙ୍କ ଭିତରେ ପ୍ରେମ ନଥାଏ,କି ଛାଡ଼ପତ୍ର ହୋଇସାରିଥିବା ସବୁ ଦମ୍ପତିଙ୍କ ଭିତରେ ପ୍ରେମ ସରିନଥାଏ। ସମ୍ପର୍କ ମରିଯାଏ ପ୍ରେମ ମରେନାହିଁ।

ହାତର ରେଖାରେ ଯାହା ଲେଖାଅଛି ତାହା ତ ମିଳିବା ସ୍ଵାଭାବିକ,ହେଲେ ପରିଶ୍ରମର କଲମ ରେ ଯାହା ଲେଖାଯାଏ ତାହା ମଣିଷ ଜୀବନ କୁ ସାର୍ଥକ କରେ।

ଅଳ୍ପରେ ଖୁସି ହୁଅନ୍ତୁ ଅଧିକ ଆଶା କରନ୍ତୁ ନାହିଁ। କାହିଁକିନା ଛୋଟ ଛୋଟ ଖୁସି ହିଁ ମଣିଷକୁ ବଞ୍ଚିବା ପାଇଁ ପ୍ରେରଣା ଯୋଗାଇଥାଏ,ଆଉ ଛୋଟ ଛୋଟ ଆଶା ମଣିଷକୁ ଦୁଃଖରେ କନ୍ଦେଇ ଦେଇଥାଏ।

ଜୀବନରେ ଶାନ୍ତିରେ ରହିବା ପାଇଁ ଦୁଇଟି ମାର୍ଗ,କ୍ଷମା କରିଦିଅ ତାଙ୍କୁ ଯାହାକୁ ତୁମେ ଭୁଲିପାରିବ ନାହିଁ ଭୁଲି ଯାଅ ସେମାନଙ୍କୁ ଯାହାକୁ ତୁମେ କ୍ଷମା କରିପାରିବ ନାହି।

             
 ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *

You Missed