Spread the love

.

ଜୀବନଟା ଏଠି ମରୁଭୂମି ଲାଗେ
ମିଛ ମରୀଚିକା ଭଳି
ଦି ଦିନ ଦୁନିଆ ଏହି ସଂସାର କୁ
ତଥାପି ପାରୁନି ଭୁଲି ।

ଅବଶ୍ୟ ଜୀବନର ପ୍ରତ୍ୟେକ ସୁଯୋଗର ଲାଭ ଉଠାଅ କିନ୍ତୁ କାହାର ପରିସ୍ଥିତି ଏବଂ ଅସହାୟତାର ଲାଭ ଉଠାଅ ନାହିଁ ।

ନିଜ ବିରୁଦ୍ଧରେ କଥା ଶୁଣି ନୀରବ ରୁହ , ତୁମର ସମସ୍ତ ଉତ୍ତର ସମୟ ହିଁ ଠିକ୍ ଦେଇଦେବ ।

ଏ ଦୁନିଆଁ କୁ ଖାଲି ହାତରେ ଆସିଥିବା ମଣିଷ ସବୁକିଛି ପାଇବା ପାଇଁ ଜୀବନ ସାରା Struggle କରିଥାଏ ଆଉ ଶେଷରେ ସବୁ କିଛି ଛାଡି ଖାଲି ହାତରେ ଏ ସଂସାରରୁ ଚାଲିଯାଇଥାଏ, ଏହା ହିଁ ଜୀବନର True Fact……

               

Related Post

Leave a Reply

Your email address will not be published. Required fields are marked *