Spread the love

ନୂଆ ବଜାର ହାଇସ୍କୁଲ 1974 ମସିହା ବ୍ୟାଚ୍ ର ବନ୍ଧୁ ମିଳନ।

କଟକ: ନୁଆବଜାର ଉଚ୍ଚ ବିଦ୍ୟାଳୟ 1974 ମସିହା ମାଟ୍ରିକ ବ୍ୟାଚ ପୁରାତନ ଛାତ୍ର ଛାତ୍ରୀ ମାନେ ଏକାଠି ହୋଇ ସୁବର୍ଣ ଜୟନ୍ତୀ ବନ୍ଧୁମିଳନ ଉତ୍ସବ ବଡ ଧୁମ୍ ଧାମରେ ପାଳନ ହୋଇଥିଲା । ପୁରାତନ ବିଦ୍ୟାର୍ଥୀ ଦିଲ୍ଲିପ୍ ରାୟ, ଦୂର୍ଗାମାଧବ ପତି ଓ ବୈରାଗି ଚରଣ ମହାରଣା,ରାଜକିଶୋର ଓଝା,ସନ୍ତୋଷ କୁମାର ଖୁଣ୍ଟିଆ,ଅକ୍ଷୟ କୁମାର ପ୍ରଧାନ, ସରୋଜ କୁମାର ଚୌଧୁରୀ, ଗୟାଧର ଚୌଧୁରୀ, ଗୁଣମଣି ସାହୁ, ପ୍ରଦିପ୍ତ କୁମାର ପଣ୍ଡା, ହେମନ୍ତ କୁମାର ସାହୁ,କାଶିନାଥ ସାହୁ, ମିନାକ୍ଷୀ ପାତ୍ର, ଗୌରୀ ସେନାପତି, ଜୟନ୍ତୀ ସ୍ବାଇଁ, ଲଳିତ କୁମାର ସାହୁ, ଗ୍ୟାନେନ୍ଦ୍ର କୁମାର ମିତ୍ର, ଜ୍ୟୋସ୍ନାରାଣୀ ସାହୁ, କାଳିକ୍ରୁଷ୍ଣ ମଜୁମଦାର, ଦେବେନ୍ଦ୍ର ବସ୍ତିଆ, ନିର୍ମଳ କୁମାର ସ୍ବାଇଁ, ଦିଲ୍ଲିପ କୁମାର ମିଶ୍ର, ବସନ୍ତ କୁମାର ମହାନ୍ତି, ଅର୍ଜୁନି କୁମାର ମହାରଣା ଙ୍କ ସମେତ 40 ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ଯୋଗଦେଇଥିଲେ। ଏହି ଅବସରରେ ଡିବ୍ୟଙ୍ଗତ ଛାତ୍ର ଛାତ୍ରୀ ମାନଙ୍କ ସ୍ମୃତିଚାରଣ କରି ପବିତ୍ର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *