ଏକାଠି ହେଲେ ବରିଷ୍ଟ ବିଜେଡି ନେତା ସ୍ପଷ୍ଟକଲାବିଜେଡିଦିଲ୍ଲୀଗସ୍ତରେପାଣ୍ଡିଆନ!.
ପ୍ରେସମିଟ୍ କରି ସୂଚନା ଦେଲେ ମୁଖପାତ୍ର ସସ୍ମିତ ପାତ୍ର
ନବୀନଙ୍କ ନିର୍ଦ୍ଦେଶରେ ପାଣ୍ଡିଆନ ଦିଲ୍ଲୀ ଗସ୍ତ କରିଛନ୍ତି କହିଲେ
ମାତ୍ର ଦଳର ବିପର୍ଯ୍ୟୟ ପରେ କାହିଁକି ନବୀନଙ୍କ ସହ ନାହାନ୍ତି କହିଲେନି
ବିବୃତି ପଢ଼ି ଉଠି ପଳାଇଲେ ସସ୍ମିତ, ଗଣମାଧ୍ୟମର ଉତ୍ତର ଦେଲେନି
ନବୀନ କାହାକୁ କେତେବେଳେ ରଖିବେ, କାହାକୁ ନ ରଖିବେ କହିଥିଲେ ବବି!.
ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ ନେଇ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟାନବୀନଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଗସ୍ତରେ ଅଛନ୍ତି ପାଣ୍ଡିଆନ'
କୌଣସି ଦଳର ନେତା କେଉଁଠିକୁ ଗଲେ ସୂଚନା ଦେବାର ବାଧ୍ୟତା ନାହିଁ’!.
