Spread the love

ଅତୀତ ଜୀବନକୁ କେବେ ବି ମନେ ପାକାଅ ନାହିଁ। ଯାହା ଘଟିବାକୁ ଯାଉଛି ତାହା ଅବଶ୍ୟ ଘଟିବ ଭବିଷ୍ୟତ କଣ ହେବେ ତା ବିଷୟରେ ଚିନ୍ତାକରି ବର୍ତ୍ତମାନକୁ କେବେ ନଷ୍ଟ କରନ୍ତୁ ନାହିଁ କାହିଁକି ନା ହଂସ ମରିବା ସମୟରେ ରାବିଥାଏ ,ମଯୂର ନାଚିବା ସମୟରେ ବି କାନ୍ଦିଥାଏ ,ଜୀବନରେ ଆମର ଏମିତି ଯେ ଦୁଃଖରାତିରେ ନିଦ ହୁଏ ନାହିଁ ଏବଂ ଖୁସିରାତିରେ ବି ଶୋଇବାକୁ ଇଚ୍ଛା ହୁଏ ନାହିଁ ll

ଜୀବନରେ ସବୁବେଳେ ଖୁସୀ ରହିବାକୁ ଚେଷ୍ଟାକର କାହିଁକିନା ପ୍ରତିଦିନ ସଂନ୍ଧ୍ୟାରେ କେବଳ ଦିନ ସରେନାହିଁ ଆପଣଙ୍କ ମୂଲ୍ୟବାନ ଜୀବନର ଗୋଟିଏ ଦିନ ମଧ୍ୟ୍ୟ କମ ହୋଇଯାଏ ଏଣୁ ଯେତେଦିନ ବଞ୍ଚିଚ ପରୋପକାର କର ଓ ଯେତେ ସମ୍ଭବ ଅନ୍ୟ ମୁହଁରେ ହସ ଫୁଟେଇବାକୁ ଚେଷ୍ଟାକର ।।

ଯେଉଠି ଚେଷ୍ଟାର ଉଚ୍ଚତା ଅଧିକ ଥାଏ ସେଇଠି ଭାଗ୍ୟକୁ ନଇଁବାକୁ ବାଧ୍ୟହୋଇଥାଏ ଚେଷ୍ଟାଜାରି ରଖ ଦିନେ ନା ଦିନେ ଭାଗ୍ୟ ନିଶ୍ଚୟ ବଦଳିଯିବ ll

 

   

Leave a Reply

Your email address will not be published. Required fields are marked *

You Missed