Spread the love

RI -ARI ଅମିନ ପରୀକ୍ଷା ବାତିଲ ହେଉ.. ନଚେତ ବିରାଟ ଆନ୍ଦୋଳନ ହେବ. ବିଭାଗୀୟ ମନ୍ତ୍ରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ

ସୁପରଭାଇଜର୍, SFS ପରୀକ୍ଷା ବାତିଲ ସହ ଅନଲାଇନ ପରୀକ୍ଷା ଦାବି ଉଠିଛି। ଷ୍ଟୁଡେଣ୍ଟ ଏଗେନ୍‌ଷ୍ଟ୍ କରପ୍ସନ ଏହି ଦାବି କରିଛି। ଏଥିରେ ସମୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ।

ଆସନ୍ତା ୬ ତାରିଖ ସୁଦ୍ଧା ରାଜ୍ୟ ସରକାର ପଦକ୍ଷେପ ନନେଲେ ଲୋୟର ପିଏମଜିରେ ହଜାର ହଜାର ପରୀକ୍ଷାର୍ଥୀ ବିଭିନ୍ନ ଜିଲ୍ଲାରୁ ଆସି ଆନ୍ଦୋଳନ କରିବେ।

Related Post

Leave a Reply

Your email address will not be published. Required fields are marked *