Trending Posts

Lorem ipsum dolor sit amet, consectetur adipiscing elit

Traffic Rule //ट्रैफिक पुलिस के मोबाइल फोन से फोटो खींचकर चालान काटने पर रोक.ई-चालान पूरी तरह से गैरकानूनी है.

बिहार सरकार ने ट्रैफिक पुलिस के मोबाइल फोन से फोटो खींचकर चालान काटने पर रोक…

ByByDarshan SamikhyaJan 12, 20251 min read
Image

Trending Posts

We have created classic post and article for you

Latest Stories

Don’t miss our hot and upcoming stories
Image

Post Grid #2

କଟକ : ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସିପିଆର ଏନଭାରମେଣ୍ଟ ଶିକ୍ଷା କେନ୍ଦ୍ର ସେଣ୍ଟର ଫର ଏକ୍ସଲେନ୍ସି ଭାରତ ସରକାର ଓ ପରିବେଶ ଶିକ୍ଷା କେନ୍ଦ୍ର ଜଗଂଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିତ ସହଯୋଗ ରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନକୁଂ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଯାହାର ଉଦ୍ଦେଶ୍ଯ ହେଲା ନିଜେ ସୁସ୍ଥ ରହିବା ସହ ପରିବେଶ ସୁସ୍ଥ ଓ ସନ୍ତୁଳନ ରକ୍ଷାକରିବା- ଭରତ ଚନ୍ଦ୍ର ମହାରଣା କଟକ
୨୯ ତମ ନିମାପଡା କପ//ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ରବିବାର ବାର ଅନୁଷ୍ଠିତ ଏହି ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଏବଂ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଇଷ୍ଟକୋଷ୍ଟ ରେଲୱେକୁ ୩ ୱିକେଟରେ ହରାଇ ରାମେଶ୍ୱର ସ୍ପୋର୍ଟିଙ୍ଗ ଚଳିତ ବର୍ଷ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି
Traffic Rule //ट्रैफिक पुलिस के मोबाइल फोन से फोटो खींचकर चालान काटने पर रोक.ई-चालान पूरी तरह से गैरकानूनी है.
ସିଏମସି ର ଆଭିମୁଖ୍ୟ ଅସ୍ପଷ୍ଟ//ଆଜି କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତିର ଏକ ୧୨ ଜଣିଆ ପ୍ରତିନିଧି ଦଳ ସିଏମସି ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଅବହେଳିତ ୪ ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ୱାର୍ଡ ନମ୍ବର ୫୬,୫୭,୫୮,୫୯ କୁ ପଞ୍ଚାୟତରୁ ନିଗମରେ ସାମିଲ କରାଯାଇଥିଲେବି ଅଦ୍ୟାବଧି ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇ ନାହିଁ – ଡ଼ ବ୍ରଜକିଶୋର ନାୟକ
ରାଜନୀତିକ ବଳ କସାକସୀ //ବଡ ଠକେଇର କାର୍ପଟଦାର ହଂସିତା ଓ ଅନିଲଙ୍କର କଳାହାଣ୍ଡି ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କର ହଂସିତାଙ୍କ ସମ୍ପର୍କ ରହିଛି ।ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି – ସାଂସଦ ପ୍ରଦୀପ ପୁରୋହିତ ବିଜେପି
ବଡ଼ ହଲଚଲ //କୋଉଠି ସାଂସଦ ଓ ବିଧାୟକ ଙ୍କ ଘରୁ ବିପୁଳ ଟଙ୍କା ସୁନା ମିଳିଲାଣି ତ ଆଉ କୋଉଠି ହତ୍ୟାକାରୀ ସାଜିଲାଣି ପୁଣି ମହାରାଷ୍ଟ୍ର ରେ ଆଉ ଜଣେ ବିଜେପି ବିଧାୟକ ଙ୍କ ଉପରେ ହତ୍ୟା ଅଭିଯୋଗ କାଠଗଡାକୁ ଟାଣିଲାଣି. ଏହା ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମୌକା ମିଳିଯାଇଛି ।
କଟକ: ଭାରତୀୟ କବାଡି ଫେଡ୍ରେଶନ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫ୍ରେବୃଆରି 20 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ କଟକର ଇଣ୍ଡୋର ଷ୍ଟାଡ଼ିୟମ୍‌ ଠାରେ ୭୧ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି.ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀ ର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତର 30 ଟି ରାଜ୍ୟରୁ 35 ଟି ଦଳରୁ 500 ରୁ ଉର୍ଦ୍ଧ୍ବ ଖେଳାଳି 100 ରୁ ଉର୍ଦ୍ଧ୍ବ ଅଫିସିଆଲ୍ ମାନେ ପ୍ରତିଯୋଗିତାରେ ଯୋଗଦେବେ – କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା
ଜୀବନ ଗୋଟିଏ ମିନିଟ୍ ରେ ବଦଳିଯାଏ ନାହିଁ କିନ୍ତୁ ଗୋଟିଏ ମିନିଟ୍ ରେ ନେଇଥିବା ନିଷ୍ପତି ଜୀବନକୁ ବଦଳେଇ ଦେଇଥାଏ ଏଇ ତ ଜୀବନ ଯାହାର ରକ୍ଷା ଈଶ୍ୱର କରନ୍ତି,ତାହାର କ୍ଷତି କିଏ କରିବ?ପବନ ଯେଉଁ ଦୀପଶିଖାକୁ ସୁରକ୍ଷା ଦେବ ତାକୁ କିଏ ଲିଭାଇ ପାରିବ
କଟକ //ଟାଙ୍ଗୀ ସ୍ଥିତ ଡ୍ରୀମସ୍ ବିଶ୍ଵ ବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ବିଶ୍ଵବିଦ୍ୟାଳୟ ର ପରିଚାଳନା କମିଟି ଅଧକ୍ଷ ଶ୍ରୀ ପ୍ରମୋଦ ଚନ୍ଦ୍ର ରଥ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାବର୍ତ୍ତନ ଉତ୍ସବରେ ଯୋଗଦେଇଥିଲେ – କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା