Spread the love

ଦେବପ୍ରସାଦଦାଶଙ୍କନିଲମ୍ବନଉଠିଲା
OAS ଦେବ ପ୍ରସାଦ ଦାଶଙ୍କ ଉପରୁ ନିଲମ୍ବନ ଉଠାଇଲେ ସରକାର
ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଦାୟିତ୍ବ ପ୍ରଦାନ
୨୦୧୮ ମେ’ ୨୮ରେ ଦେବ ପ୍ରସାଦଙ୍କୁ ନିଲମ୍ବିତ କରିଥିଲେ ସରକାର
ହାତରେନମାରିଭାତରେ_ମାରିଥିଲେ: ଦେବ
ନିଲମ୍ବନ ଉଠିବା ପରେ ଦେବପ୍ରସାଦ ଦାସଙ୍କ ପ୍ରତିକ୍ରିୟା
‘ଦୀର୍ଘ ୬ ବର୍ଷ ୨ ମାସ ପରେ ନିଲମ୍ବନ ହଟିଛି, ସରକାରଙ୍କଠାରେ କୃତଜ୍ଞ’
ପୂର୍ବ ସରକାର ମୋତେ ହାତରେ ନମାରି ଭାତରେ ମାରିଥିଲେ- ଦେବ
‘କୋର୍ଟଙ୍କ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ପୂର୍ବ ସରକାର ନିଲମ୍ବନ ହଟାଉନଥିଲେ’
‘କାର୍ଯ୍ୟାନୁଷ୍ଠାନ ଆକ୍ରୋଶମୂଳକ ଥିଲା, ବ୍ୟକ୍ତିଗତ ସ୍ତରକୁ ଚାଲିଯାଇଥିଲେ’

Leave a Reply

Your email address will not be published. Required fields are marked *