Nalanda //ଦିନେ ନାଳନ୍ଦା ବିଶ୍ବବିଦ୍ୟାଳୟରେ 2 ହଜାର ଶିକ୍ଷକ ଓ 10 ହଜାର ଛାତ୍ର ଥିଲେ!ନାଗାର୍ଜୁନ, ଆର୍ଯ୍ୟଭଟ୍ଟ, ଧର୍ମକୀର୍ତ୍ତିଙ୍କ ଭଳି ପ୍ରାଧ୍ୟାପକ ଥିଲେ,ପୁଣି ଥରେ 25 November 2010 ପୁନଃ ପ୍ରତିଷ୍ଠା ଆରମ୍ଭ ହେଇ 2014ରୁ ନାଳନ୍ଦାରେ ପିଲା ପଢ଼ିବା ଆରମ୍ଭ କଲେ

Spread the love

ଦିନେ ନାଳନ୍ଦା ବିଶ୍ବବିଦ୍ୟାଳୟରେ 2 ହଜାର ଶିକ୍ଷକ ଓ 10 ହଜାର ଛାତ୍ର ଥିଲେ!
ନାଗାର୍ଜୁନ, ଆର୍ଯ୍ୟଭଟ୍ଟ, ଧର୍ମକୀର୍ତ୍ତିଙ୍କ ଭଳି ପ୍ରାଧ୍ୟାପକ ଥିଲେ!
ପଞ୍ଚମ ଶତାବ୍ଦୀରୁ ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ପ୍ରାୟ 800 ବର୍ଷ ଚାଲିଥିଲା

ପୁଣି ଥରେ 25 November 2010 ପୁନଃ ପ୍ରତିଷ୍ଠା ଆରମ୍ଭ ହେଇ 2014ରୁ ନାଳନ୍ଦାରେ ପିଲା ପଢ଼ିବା ଆରମ୍ଭ କଲେ!
455 ଏକର ଜମିରେ ପୁଣି ଥରେ ଚାଲିଲା ନାଳନ୍ଦା, 6ଟି ବିଭାଗରେ ମାଷ୍ଟର ଓ ପିଏଚଡି କୋର୍ସ ପଢ଼ାଯାଉଛି!
-ଏବେ 402 ଜଣ ପିଏଚଡି କରୁଛନ୍ତି ଯେଉଁଥିରେ ବିଦେଶରୁ ଅଛନ୍ତି 224 ଜଣ!

Leave a Reply

Your email address will not be published. Required fields are marked *