Spread the love

Eclipse: ହୋଲିକୁ ବର୍ବାଦ କରିବ ଚନ୍ଦ୍ରଗ୍ରହଣ, ସାରା ବିଶ୍ୱରେ ଏଥର ଆତଙ୍କର ଛାୟା, କାରଣ…..

Holi & Lunar Eclipse: ଆସୁଛି ରଙ୍ଗର ପର୍ବ ହୋଲି । ଆସନ୍ତା ମାର୍ଚ୍ଚ ୧୪ ତାରିଖରେ ସାରା ଦେଶକୁ ରଙ୍ଗୀନ କରିବ ଏ ବନ୍ଧୁତାର ପର୍ବ । ହେଲେ ହୋଲିକୁ ଫିକା କରିବା ପାଇଁ ମଧ୍ଯ ପ୍ରସ୍ତୁତି କରିଛି ଚନ୍ଦ୍ରଗ୍ରହଣ । କାହିଁକି ଚଳିତବର୍ଷର ହୋଲି ଫିକା ହୋଇପାରେ ଜାଣନ୍ତୁ…

Holi & Lunar Eclipse: ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ରଗ୍ରହଣର ରହିଛି ବିଶେଷ ମହତ୍ତ୍ୱ ।ଏହି ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ପୂଜା ନିଷେଧ।

Holi & Lunar Eclipse: ଅସାବଧାନତା କିମ୍ବା ଅବହେଳା ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଚଳିତବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହୋଲିରେ ପଡୁଛି । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ବିଶ୍ବବାସୀଙ୍କ ପାଇଁ ସାଜିବ କାଳ

Holi & Lunar Eclipse: ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇବ । ଏମିତିକି ରାଶି ଉପରେ ମଧ୍ୟ ପଡିବ ପ୍ରଭାବ । ଏହି ଚନ୍ଦ୍ର ଗ୍ରହଣ ବିନାଶ ଆଡକୁ କରୁଛି ଇଙ୍ଗିତ । ଦେଶକୁ ଘୋଟି ଆସୁଛି ବିପଦର କଳାବାଦଲ ।

Holi & Lunar Eclipse: କୁହାଯାଉଛି ଯେ ଚନ୍ଦ୍ରଗ୍ରହଣ କାରଣରୁ ପ୍ରାକୃତିକ ବିପଦ ମାଡି ଆସିବ । ଏହାର ପ୍ରଭାବ ସମୟଠାରୁ ଅଧିକ ପ୍ରକୋପ ଦେଖାଇବ ।

Holi & Lunar Eclipse: ଭୂକମ୍ପ, ବନ୍ୟା, ସୁନାମୀ ଏବଂ ବିମାନ ଦୁର୍ଘଟଣାର ମିଳୁଛି ସଙ୍କେତ । ଏମିତିକି ପ୍ରାକୃତିକ ବିପର୍ଯ୍ୟୟରେ ଜୀବନହାନିର ସମ୍ଭାବନା ମଧ୍ୟ ରହିଛି । ଏହାବ୍ୟତୀତ ଫିଲ୍ମ ଏବଂ ରାଜନୀତିରୁ ସାମ୍ନାକୁ ଆସିବ ଦୁଃଖଦ ଖବର ।

Holi & Lunar Eclipse: ବ୍ୟବସାୟ ଦ୍ରୁତ ଗତିରେ ବୃଦ୍ଧି ପାଇବ। ରୋଗ କମିଯିବ। ନିଯୁକ୍ତି ସୁଯୋଗ ବୃଦ୍ଧି ପାଇବ। ଆୟ ବୃଦ୍ଧି ପାଇବ। କିନ୍ତୁ ବିମାନ ଦୁର୍ଘଟଣାର ସମ୍ଭାବନା ରହିଛି

Holi & Lunar Eclipse: ସାରା ବିଶ୍ୱରେ ରାଜନୈତିକ ଅସ୍ଥିରତା ଅର୍ଥାତ୍ ରାଜନୈତିକ ପରିବେଶ ଅସ୍ଥିର ରହିବ। ଏହାସହିତ ରାଜନୈତିକ ଆରୋପ-ପ୍ରତ୍ୟାରୋପ ବୃଦ୍ଧି ପାଇବ । ସତ୍ତା ସଂଗଠନରେ ପରିବର୍ତ୍ତନ ଆସିବ । ସାରା ବିଶ୍ୱର ସୀମାରେ ଉତ୍ତେଜନା ମଧ୍ୟ ଆରମ୍ଭ ହେବ ।

Holi & Lunar Eclipse: ଆନ୍ଦୋଳନ, ହିଂସା, ଧାରଣା, ଧର୍ମଘଟ, ବ୍ୟାଙ୍କ ଠକେଇ, ଦଙ୍ଗା ଏବଂ ପୋଡ଼ାଜଳା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ସତର୍କ ରହିବାକୁ ଦିଆଯାଇଛି ଚେତାବନୀ ।ଭୂମିକମ୍ପ ବି ହେଇପାରେ

Holi & Lunar Eclipse: ତେବେ ଏହି ଚନ୍ଦ୍ର ଗ୍ରହଣ ଫାଲଗୁନ ପୂର୍ଣ୍ଣିମା ବା ଦୋଳ ପୂର୍ଣ୍ଣିମାର ରାତିରେ ଲାଗିବ । ଅର୍ଥାତ୍ ଏହା ୧୪ ମାର୍ଚ୍ଚ ୨୦୨୫ରେ ହୋଲିରେ ଲାଗିବ ।

Holi & Lunar Eclipse: ଏହି ଗ୍ରହଣ ମାର୍ଚ୍ଚ ୧୪ ତାରିଖ ସକାଳ ୯.୨୯ ମିନିଟ୍ରୁ ୩.୨୯ ମିନିଟ୍ ଯାଏଁ ରହିବ । ଏଥିରେ ପ୍ରଭାବିତ ହେବେ ୧୨ଟି ଯାକ ରାଶି । କିନ୍ତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ହେବନି ଦୃଶ୍ୟମାନ । ଏହା ମୁଖ୍ୟତ ଅଷ୍ଟ୍ରେଲିଆ, ୟୁରୋପ ଆଫ୍ରିକା, ଉତ୍ତର ଏବଂ ଦକ୍ଷିଣ ଆଫ୍ରିକା, ପ୍ରଶାନ୍ତ ଆଣ୍ଟାଲାଟିକ୍ ଆଣ୍ଟ୍ରାଟିକ୍ ମହାସାଗର, ପୂର୍ବ ଏସିଆ ଏବଂ ଆଣ୍ଟ୍ରାଟିକା ଆଦି କ୍ଷେତ୍ରରେ ଦେଖିବାକୁ ମିଳିବ । ତେବେ ଏହି ଚନ୍ଦ୍ର ଗ୍ରହଣ ଧାର୍ମିକ ଦୃଷ୍ଟିକୋଣ ମଧ୍ୟ ଭାରତରେ କୌଣସି ମହତ୍ତ୍ୱ ରହିବନି ।

Related Post

Leave a Reply

Your email address will not be published. Required fields are marked *

You Missed