ପ୍ରେଷ୍ଟିଜ୍ ଭାବୁଛୁ ଛାତିକୁ ଫୁଲେଇ ପାଟିରୁ ଧୁଆଁକୁ ଛାଡି! ଵିଡି ସିଗାରେଟ ମରଣର ନିଆଁ ନିଶାକୁ ପାରୁନୁ ଛାଡି!! ପିତା ମାତା ସହ ପତ୍ନୀ ପୁତ୍ର ପୁତ୍ରୀ ଝସ୍ନେହ ସମ୍ପର୍କକୁ ଛାଡି ସମାଜକୁ କରୁ ସ୍ଵୟଂ କଳକିଂତ ସୁସ୍ଥ ଜୀବନକୁ ଛାଡି!!!! “ନିଜେ ନ ବୁଝିଲେ କିଏ ଵୁଝାଇଵ” ଯମରାଜା ହସ୍ତେ ନିମନ୍ତ୍ରଣ ପତ୍ର “ସବୁଦିନ ପାଇଁ” ସଂସାରକୁ ଯିବୁ ଛାଡି??

ଅପ୍ରିୟ କଥା ! ସ୍ୱର୍ଗତ ପିଣ୍ଟୁ ନନ୍ଦଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।ତାଙ୍କର ଅମର ଆତ୍ମାର ସଦଗତି ପ୍ରାପ୍ତ ହେଉ । ୪ଟି ଚିତ୍ରକୁ ବୁଝିବାକୁ ଚେଷ୍ଟା କରନ୍ତୁ।ଜୀବନ ବଞ୍ଚିବାର ସୂତ୍ର ହୁଏତ ପାଇଯିବେ ।ଆଜିକାଲି ଏ ପ୍ରଶ୍ନର ଉତ୍ତର ଦେବା ବ୍ୟକ୍ତି ଖୋଜିଲେ…

Read More

ଏସସିବି ପରିସରରେ ପାନ, ଗୁଟଖା ଓ ମଦ ଆଦି ନିଶାଦ୍ରବ୍ୟ ହେଲା ନିଷେଧ l

କେହି ବ୍ୟକ୍ତି ଏସବୁ ଦ୍ରବ୍ୟ ଖାଇପାରିବେ ନାହିଁ। ଯଦି କୌଣସି କର୍ମଚାରୀ କାର୍ଯ୍ୟ ସମୟରେ ଏଭଳି ନିଶାଦ୍ରବ୍ୟ ଖାଉଥିବା ବା ରଖିଥିବା ଧରାପଡ଼ନ୍ତି, ଉକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ…

Read More

ଦୁନିଆର ସବୁଠୁ ଶକ୍ତିଶାଳୀ ପରମାଣୁ ଆରଏସ-୨୮ ସରମତ ମିଶାଇଲ ମୁତୟନ କରିବ ରୁଷ, ସେପଟେ ପୁଟିନଙ୍କ ଘୋଷଣା ପରେ ଭୟରେ ୟୁରୋପ l

Read More

ଆଠ ସହରରେ ହେବ UPHC

୮ ସହରରେ ହେବ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର.ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିସନ ଅଧୀନରେ ହେବ ସ୍ବାସ୍ଥ୍ୟ କେନ୍ଦ୍ର.୮ ସହର- ଯାଜପୁର, ବ୍ୟାସନଗର, ରାଇରଙ୍ଗପୁର, ସୋରମାଲକାନଗିରି, ରାଜଗାଙ୍ଗପୁର, ତାଳଚେର ଓ କଟକ ଝୋଲାସାହି.

Read More

ବଡ଼ ଦାନ କଲେ ଅମ୍ବାନୀ !
ଗୁଜୁରାଟର ସୋମନାଥ ମନ୍ଦିରରେ ଜଳାଭିଷେକ କରି ସାରିବା ପରେ କୋଟିଏ ୫୧ ଲକ୍ଷ ଟଙ୍କା ଦାନ ଦେଲେ ମୁକେଶ ଅମ୍ବାନୀ

Read More

ବର୍ଷକ ଭିତରେ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ମିଳିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା l

👉🏿ଆଜି ଝାରବନ୍ଧରେ ଆୟୋଜିତ ସାଧାରଣ ସଭାକୁ ଉଦବୋଧନ କରି କହିଲେ ମୁଖ୍ୟମନ୍ତ୍ରୀ l 👉🏿ସେହିପରି ପଦମପୁରରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ପାଇଁ ୯୦ କୋଟି ଟଙ୍କା କଲେ ମଂଜୁର l

Read More

କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ

କୃଷି ଓଡିଶା-୨୦୨୩ ଉଦ୍‌ଘାଟିତ କୃଷି ଯାନ୍ତ୍ରିକୀକରଣ, ଚାଷୀମାନଙ୍କ ରୋଜଗାର ବୃଦ୍ଧି ଉପରେମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବାରୋପ ଟେକ୍‌ନୋଲୋଜି ହେଉଛି ବିକାଶର ଆଧାର ନୂଆ ନୂଆ ଟେକ୍‌ନୋଲୋଜିର ବ୍ୟବହାର କରିବାକୁ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ତା.୧୬.୦୨.୨୩ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସ୍ଥାନୀୟ ବରମୁଣ୍ଡା…

Read More