ଆକାଶ ରେ ଆଉ ଉଡ଼ୁ ନାହିଁ ପକ୍ଷୀବିଲରେ ଦିଶୁନି ମାଛଗାଁ ଗୋହିରୀ ରେ ବଗ ବସୁନାହିଁଚାରିଆଡ଼େ ଖାଲି ମିଛ।ସବୁଜ ସୁନ୍ଦର ସୁନାର ପୃଥିବୀଚିତ୍ର ବଦଳି ଗଲାଣି.ଆଜିର ସୁନ୍ଦର ଲେଖାଟିର ମାଲିକ କିଏ ଜଣାନାହିଁ କିନ୍ତୁ ସମ୍ପୂର୍ଣ ପଢିଲେ ନିଶ୍ଚିତ ପୁରୁଣା ଛବି ମନରେ ଆସିବ…
ଲେଖକଙ୍କ ନାମ ଜଣା ନାହିଁ । ଲେଖାଟି ମୋରବି ନୁହେଁ । ତେବେ ଉପରୋକ୍ତ ତଥ୍ୟମାନ ଆମେ70 ବା 80 ଦଶକ ପୂର୍ବରୁ ଜନ୍ମିତ ବ୍ୟକ୍ତି ମାନଙ୍କଅଳ୍ପେ ବହୁତେ ନିଶ୍ଚିତ ମନେଥିବ ଆକାଶ ରେ ଆଉ ଉଡ଼ୁ ନାହିଁ ପକ୍ଷୀବିଲରେ ଦିଶୁନି…