ମନ ରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ବୋଉ.ବାପା.ପତ୍ନୀ.ପୁତ୍ର…ପୁତ୍ରୀ.ଭାଇଭଗ୍ନୀ.ବନ୍ଧୁସମ୍ପର୍କୀୟ…ସପ୍ତରଙ୍ଗରେ ଶୋଭିତ ଏହି ଇନ୍ଦ୍ରଧନୁ ପ୍ରାୟ ଜୀବନକୁ ସରସ ସୁନ୍ଦର ଓ ରଙ୍ଗୀନ କରିବାକୁ ପଡିଥାଏ !! ପ୍ରକୃତ ଜୀବନ ସାଥିକୁ ଭଲ ପାଅ । ନିଜକୁ ନିଜେ ଚିହ୍ନିବାକୁ ଚେଷ୍ଟା କର ।
ମନ ରେ ପ୍ରଶ୍ନ ଉଠେ, ପ୍ରକୃତ ଜୀବନ ସାଥି କିଏ ?ବୋଉ…?ବାପା…..?ପତ୍ନୀ.,…?ପୁତ୍ର…….?ପୁତ୍ରୀ……?ଭାଇ…….?ଭଗ୍ନୀ…….?ବନ୍ଧୁ…….?ସମ୍ପର୍କୀୟ….?ଉତ୍ତର : କେହି ନୁହଁନ୍ତି ଉପରୋକ୍ତ ସମ୍ପର୍କ ମଧ୍ୟରୁ !! ତାହାଲେ କିଏ ? ଏହା ଏକ ଆତ୍ମିକ ପ୍ରଶ୍ନବାଚୀ ? ପଣ୍ଡିତ ଶ୍ରୀ ଶ୍ରୀ ରବିଶଙ୍କର ମହାନୁଭବଙ୍କ ମତରେ,…