ଦିଗହରା ରାଜନୀତି //କେତେବେଳେ ବିଜେପି ର 22 ବିଧାୟକ ବିଜେଡି କୁ ଆସି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର କମ୍ପୁଛି.ପୁଣି ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ବୋଲି ଚର୍ଚ୍ଚା ତଳିଆ ନେତାଙ୍କ ମୁଣ୍ଡ ଖରାପ କଲାଣି.କଂଗ୍ରେସ ସହ ବିଜେଡି ର ମେଣ୍ଟ ଚର୍ଚ୍ଚା କୁଆଡେ ଶୀର୍ଷ ସ୍ଥାନରେ ପଂହଁଚିଲାଣି ବୋଲି ଦିଲ୍ଲୀ ଦରବାର ରେ ଗୁପ୍ତ ବୈଠକ ସୂଚେଇ ଦେଉଛି.. ଓଡିଶା ରାଜନୀତି ର ଦିଗ କୁଆଡେ କେହି ଜାଣିପାରୁନାହାନ୍ତି..
କେତେବେଳେ ବିଜେପି ର 22 ବିଧାୟକ ବିଜେଡି କୁ ଆସି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର କମ୍ପୁଛି ଏପଟେ ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ବୋଲି ଚର୍ଚ୍ଚା ତଳିଆ ନେତାଙ୍କ ମୁଣ୍ଡ ଖରାପ…