କିଛି ଲୋକଙ୍କର କିଛି କାମ ନାହିଁ ମିଛ ପ୍ରଚାର କରିବା ସେମାନଙ୍କ ବର୍ତମାନ ମୁଖ୍ୟ କାମ.. ଆମ ନେତା ଠିକ ଆମ ଦଳ ବି ଠିକ..ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରେ ବିଜେଡି ମେଳିକୁ ନେଇ ପ୍ରତିକ୍ରିୟା । କହିଲେ, ମୋ ଦେହ ଖରାପ ଅଛି ।  ସେଥିପାଇଁ ମୋ ବନ୍ଧୁ ମାନେ ଭେଟିବାକୁ ଆସିଥିଲେ । ଏହା ମେଳି ନୁହଁ, ବରଂ ସାଧାରଣ ଗସ୍ତ। ବିଜେଡି ସଂଗଠନ ଆଗକୁ ବଢୁଛି ।

କିଛି ଲୋକଙ୍କର କିଛି କାମ ନାହିଁ ମିଛ ପ୍ରଚାର କରିବା ସେମାନଙ୍କ ବର୍ତମାନ ମୁଖ୍ୟ କାମ.. ଆମ ନେତା ଠିକ ଆମ ଦଳ ବି ଠିକ.. ପ୍ରସନ୍ନ ଆଚାର୍ୟ୍ୟଙ୍କ ଘରେ ବିଜେଡି ମେଳିକୁ ନେଇ ପ୍ରତିକ୍ରିୟା । କହିଲେ, ମୋ ଦେହ…

Read More

ପାଣ୍ଡିଆନ ରିଟର୍ଣ୍ଷ //କିଛି ମାସର ବ୍ୟବଧାନ ପରେ ବିଜେଡି ପୁରୁଣା ଧାରାକୁ ଫେରିଛି। ନବୀନ ନିବାସରେ ଆଉ ନବୀନଙ୍କ ଦରବାର ଚାଲୁନି। ପୂର୍ବପରି ଭି କେ ପାଣ୍ଡିଆନ ଦରବାର କଲେଣି. ଯୋଉ ନେତାମାନେ ପାଣ୍ଡିଆନ କୁ ବରୋଧ କରୁଥିଲେ ବର୍ତମାନ ପ୍ରଶଂସା କଲେଣି.ପାଣ୍ଡିଆନ କ୍ଲବ ନାଁରେ.ଅନେକ ସୋସିଆଲ ମିଡ଼ିଆ ଗ୍ରୁପ ତିଆରି ହେଲାଣି…

ଭୁବନେଶ୍ବର: କିଛି ମାସର ବ୍ୟବଧାନ ପରେ ବିଜେଡି ପୁରୁଣା ଧାରାକୁ ଫେରିଛି। ନବୀନ ନିବାସରେ ଆଉ ନବୀନଙ୍କ ଦରବାର ଚାଲୁନି। ପୂର୍ବପରି ଭି କେ ପାଣ୍ଡିଆନ ଦରବାର କଲେଣି। ବିଜେଡିର ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସେ ହିଁ ନେତାମାନଙ୍କ ସହ ଆଲୋଚନା…

Read More

ମୋ ଜୀବନୀ//ଥରେ ନବୀନ ବାବୁ ଭୀଷଣ କ୍ଷୁବ୍ଧ ହୋଇ ନବୀନ ନିବାସ ରେ ଚେୟାର ଚାରିକଡ଼େ ବୁଲୁଥିଲେ। ଡାକବଙ୍ଗଳାକୁ କ୍ଳବ ଭଳି ବ୍ୟବହାରକୁ ସେ ବିରୋଧ କରୁଥିଲେ।ମୋତେ ନବୀନ ନିବାସରୁ ଡାକରା ଆସିଲା ମୁ ଗଲି,,,,୨୦୦୧ ଡିସେମ୍ବରରେ ଜଣେ ପ୍ରଭାବଶାଳୀ ନେତା (ବିଜୟ ମହାପାତ୍ର) ସାମ୍ବାଦିକ ସମ୍ମିଳନୀ କରି କହିଥିଲେ, ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ୨୦୦୨ର ସୂର୍ଯୋଦୟ ଦେଖିବେ ନାହିଁ।ନବୀନ ବାବୁ ୨୦୦୨ ନୂଆବର୍ଷ ପରଦିନ ପାଟକୁରାରେ ଏକ ବଡ଼ ସଭା କଲେ। କହିଲେ ମୁଁ ପାଟକୁରାର ଭବିଷ୍ୟତ’- ଅତନୁ ସବ୍ୟସାଚୀ

ମୋ ଜୀବନୀ ମୋ ସମୟ କଂଗ୍ରେସ ସରକାର ଥିଲାବେଳେ ସରକାରୀ ସର୍କିଟ ହାଉସ ଓ ଡାକବଙ୍ଗଳା ଯୁବ ନେତାଙ୍କ ଅକ୍ତିଆରରେ ରହିଥାଏ। ୨୦୦୧ରେ ମୁଁ ଯୁବ ଜନତା ସଭାପତି ଥିବା ବେଳେ ମୋର କିଛି ଯୁବ ସାଙ୍ଗ ସତ୍ୟନଗର ଡାକବଙ୍ଗଳାରେ ନିୟମିତ…

Read More

ବିଜେପି ବିଜେଡି ଏକ//କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ,ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଶୀର୍ବାଦରେ ପୂର୍ବତଟ ରେଳପଥ ହୋଇଥିଲା, ସେପଟେ ଆଶିଷ ସିଂଙ୍କ ପରେ ଡିଏସ୍ କୁଟ୍ଟେଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି । ଗୃହ ବିଭାଗର ପ୍ରୋସିଡିଙ୍ଗ ଭିତରେ ମିଳିଲା ବଡ଼ ନିଯୁକ୍ତି , ବର୍ତତମାନଠାରୁ ଆଉ କେହି କିଛି କହିବେ ନାହିଁ ଆସ୍ତେ ଆସ୍ତେ ବୁଝିହେଉଚି,

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଓଡ଼ିଶାର ଗୋଟେ ଇଞ୍ଚ ମଧ୍ୟ ଅଲଗା ରାଜ୍ୟକୁ ଯିବ ନାହିଁ | ଇଷ୍ଟ କୋଷ୍ଟ ତିନୋଟି ଡିଭିଜନ ନେଇ ଚାଲିବ | ୟୁପିଏ ସରକାର ସର୍ଦନ ଡିଭିଜନ କରିବାକୁ ଚାହୁଁଥିଲେ। ସେତେବେଳେ ଆପଣଙ୍କ ବିଜେଡି…

Read More

ରାଜନୀତି ପରମ୍ପରା //ଅନ୍ୟ ଦଳର ନେତା ଧାର ଆଣିବା ଆମର ଭୁଲ ଥିଲା. ଆମରି ଭିତରେ ଆମେ ପୁରା ପୋଛି ନେଇଥାନ୍ତୁ. ରାଜନୀତି ରେ କିଛି ଆଦର୍ଶ ନାହିଁ. ବଦ୍ରି

ପୁଣି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବିସ୍ପୋରକ ବୟାନ । ଗତକାଲି ପିଇବା ପାଣି ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଥିବା ବଦ୍ରି, ଆଜି ବିଜେଡି ଆଉ ବିଜେପିରେ ଚାଲିଥିବା ନେତାଙ୍କ ଦଳଡିଆଁଙ୍କୁ ନେଇ ଦେଇଛନ୍ତି ପୁଣି ବିସ୍ଫୋରକ ବୟାନ ।…

Read More

ଧାରା ଛୁଆଁ ଦେଉ ନାହାନ୍ତି ସିନ୍ଧେ. ଆଜିବି ମିଟିଙ୍ଗ କ୍ୟାନ୍ସଲ ହେଇଗଲା ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ଗ୍ରହଣ କରିବେ ବୋଲି ସିନ୍ଦେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ସେ ରାଜି ହେଉ ନାହାନ୍ତି।

ମହାରାଷ୍ଟ୍ର ରେ ମୁଖ୍ୟମନ୍ତ୍ରୀ କାହାକୁ କରାଯିବ, ଏସଂପର୍କରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଯାହା ନିଷ୍ପତ୍ତି ନେବେ, ତାହାକୁ ସେ ଗ୍ରହଣ କରିବେ ବୋଲି ସିନ୍ଦେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ସେ ରାଜି ହେଉ…

Read More

ଗୋଦାରା କୋଡେ ଯେତେ ମାଡ଼େ ସେତେ //ଯେଉଁ ସୁଭଦ୍ରା ଯୋଜନାକୁ ଲୋକପ୍ରିୟ ଯୋଜନାର ସଂଜ୍ଞା ଦେଇ କ୍ଷମତାସୀନ ବିଜେପି ବେଶ କିଛିବର୍ଷ ପାଇଁ ରାଜ୍ୟକୁ ଶାସନ କରିବାର ସ୍ୱପ୍ନ ଦେଖୁଛି, ସେଇ ସୁଭଦ୍ରା ଯୋଜନା ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ଭେଳା ବୁଡାଇ ଦେବନି ତ?

ବିଜେପିକୁ ବଦନାମ କରିବ ସୁଭଦ୍ରା ଯୋଜନା! ଯୋଉ ସୁଭଦ୍ରା ଯୋଜନାକୁ ଲୋକପ୍ରିୟ ଯୋଜନାର ସଂଜ୍ଞା ଦେଇ କ୍ଷମତାସୀନ ବିଜେପି ବେଶ କିଛିବର୍ଷ ପାଇଁ ରାଜ୍ୟକୁ ଶାସନ କରିବାର ସ୍ୱପ୍ନ ଦେଖୁଛି, ସେଇ ସୁଭଦ୍ରା ଯୋଜନା ଆଗାମୀ ସାଧାରଣ ନିର୍ବାଚନରେ ବିଜେପିର ଭେଳା…

Read More

ମହାରାଷ୍ଟ୍ର //୨୦୨୪ ଲୋକସଭା ନିର୍ବାଚନରେ ​​ମହାରାଷ୍ଟ୍ରର ଲୋକମାନେ ବିଜେପିକୁ ପରାସ୍ତ କରିଥିଲେ, କିନ୍ତୁ ବିଧାନସଭା ନିର୍ବାଚନରେ ​​ବିଜେପି ଏବଂ ଏହାର ସହଯୋଗୀମାନେ କିପରି ବଡ଼ ବିଜୟ ହାସଲ କେମିତି କଲେ ଆମେ ଏହାର ଅନୁସନ୍ଧାନ କରିବୁ. ଜାତୀୟ କଂଗ୍ରେସ

"ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ଶନିବାର ପ୍ରକାଶ ପାଇଛି। ମହାରାଷ୍ଟ୍ରରେ ମହାଯୁତି ମେଣ୍ଟ ଏକ ଚମତ୍କାର ବିଜୟ ହାସଲ କରିଥିବାବେଳେ ଝାଡ଼ଖଣ୍ଡରେ ଇଣ୍ଡିଆ ସହଯୋଗୀ ଦଳ ଜିତିଛି। ତେବେ ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ଦଳ ଗୁରୁତର ପ୍ରଶ୍ନ…

Read More

ଚର୍ଚ୍ଚା ସତ ହେବା ପରିସ୍ଥିତି // ଧୀରେ ଧୀରେ ବାଜି ପଲଟୁଛି. ଇଲେକ୍ସନ ପୂର୍ବରୁ ହଟାତ ଦଳ ବଦଳ କରିଥିବା ନେତା ବର୍ତମାନ ପୁଣି ବିଭ୍ରାନ୍ତ କଲେଣି.. ସରକାରି ଦଳର କୁଣିଆଁ ଭଳି ଜଣାପଡୁଛି.. ଗୋପାଳପୁର ପରିସ୍ଥିତି ରୁ ଜଣାପଡେ…

ଗଞ୍ଜାମ ବିଜେପିରେ ଫାଟ। କିଛିଦିନ ହେଲା ଚର୍ଚ୍ଚା ହେଉଥିବା ବେଳେ ଆଜି ଦେଖିବାକୁ ମିଳିଛି। ଗୋପାଳପୁର ବେଳାଭୂମିରେ ଆୟୋଜିତ ବୋଇତ ବନ୍ଦାଣ ଉତ୍ସବରେ ବ୍ରହ୍ମପୁର ସାଂସଦ ଡ ପ୍ରଦୀପ କୁମାର ପାଣିଗ୍ରାହୀ ଅନୁପସ୍ଥିତ। ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର ବି…

Read More

ଦିଗହରା ରାଜନୀତି //କେତେବେଳେ ବିଜେପି ର 22 ବିଧାୟକ ବିଜେଡି କୁ ଆସି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର କମ୍ପୁଛି.ପୁଣି ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ବୋଲି ଚର୍ଚ୍ଚା ତଳିଆ ନେତାଙ୍କ ମୁଣ୍ଡ ଖରାପ କଲାଣି.କଂଗ୍ରେସ ସହ ବିଜେଡି ର ମେଣ୍ଟ ଚର୍ଚ୍ଚା କୁଆଡେ ଶୀର୍ଷ ସ୍ଥାନରେ ପଂହଁଚିଲାଣି ବୋଲି ଦିଲ୍ଲୀ ଦରବାର ରେ ଗୁପ୍ତ ବୈଠକ ସୂଚେଇ ଦେଉଛି.. ଓଡିଶା ରାଜନୀତି ର ଦିଗ କୁଆଡେ କେହି ଜାଣିପାରୁନାହାନ୍ତି..

କେତେବେଳେ ବିଜେପି ର 22 ବିଧାୟକ ବିଜେଡି କୁ ଆସି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବର କମ୍ପୁଛି ଏପଟେ ୨୭ ବିଜେଡି ବିଧାୟକ ବିଜେପିର ଶୀର୍ଷ ନେତୃତ୍ବ ସହ ଯୋଗାଯୋଗରେ ବୋଲି ଚର୍ଚ୍ଚା ତଳିଆ ନେତାଙ୍କ ମୁଣ୍ଡ ଖରାପ…

Read More