ବିଜେପିକୁ ଓଡ଼ିଶାରେ କ୍ଷମତାକୁ ଆଣିବା ପାଇଁ ରାଜନୈତିକ ଏଜେଣ୍ଟ ଭାବେ କାମ କଲେ,ଶେଷରେ ରାଜ୍ୟପାଳ ଲାଟସାହେବ ନୁହେଁ କହିବା ମହଙ୍ଗା ପଡିଛି ପୂର୍ବତନ ରାଜ୍ୟପାଳ ତଥା ବିଜେପି ନେତା ରଘୁବର ଦାସ ଙ୍କୁ ବିଜେଡି ଟାଣିଲା କାଠ ଗଡା଼କୁ..

ଭୁବନେଶ୍ବର: ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ରାଜନୈତିକ ଉଦ୍ଦେଶ୍ୟର ଖୁଲାସା ହେବା ପରେ ବଢ଼ିଲା ବିବାଦ। କିପରି ସେ ବିଜେପିକୁ ଓଡ଼ିଶାରେ କ୍ଷମତାକୁ ଆଣିବା ପାଇଁ ରାଜନୈତିକ ଏଜେଣ୍ଟ ଭାବେ କାମ କଲେ, ତା ବିରୋଧରେ ବର୍ଷିଛି ବିଜେଡି ।…

Read More

ବିଜେଡି ସମାବେଶରେ ଜନସମୁଦ୍ର ଦେଖି ବିଜେପି ଛାନିଆ. ନବୀନ ଡାକରାରେ ମାଡିଆସିଲେ ଆଖପାଖର ବିଜୁ ପ୍ରେମୀ.ଦରଦାମ ଆକାଶ ଛୁଆଁ ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି ଓଡ଼ିଶାବାସୀ ଅତିଷ୍ଠ ହୋଇଗଲେଣି ବୋଲି ସଭା ରେ ଗର୍ଜ୍ଜନ ହେଲା..

ଭୁବନେଶ୍ବର: ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ପ୍ରତି ଜନଶକ୍ତି ଓ ଜନମତ ପ୍ରତିଫଳିତ ହୋଇଛି । ନବୀନ ପଟ୍ଟନାୟକ ପ୍ରତି ଓଡ଼ିଶାବାସୀଙ୍କ କ୍ରେଜ ଅତୁଟ ରହିବା ସହ ବିଜେଡିକୁ ଶକ୍ତିଶାଳୀ କରିଛି । ୭ ମାସ ଭିତରେ ବିଜେପି ସରକାରଙ୍କ ପ୍ରତି…

Read More

420//Case filed gainst Udit Prakash Rai, a former Delhi govt education director and IAS officer, for alleged irregularities and corruption.

"New Delhi: Central Bureau of Investigation filed a case against Udit Prakash Rai, a former Delhi govt education director and IAS officer, for alleged irregularities and corruption. The charges include…

Read More

କଟକ : ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସିପିଆର ଏନଭାରମେଣ୍ଟ ଶିକ୍ଷା କେନ୍ଦ୍ର ସେଣ୍ଟର ଫର ଏକ୍ସଲେନ୍ସି ଭାରତ ସରକାର ଓ ପରିବେଶ ଶିକ୍ଷା କେନ୍ଦ୍ର ଜଗଂଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମିଳିତ ସହଯୋଗ ରେ ୫୦ ଜଣ ଶିକ୍ଷକ ଶିକ୍ଷୟତ୍ରୀ ମାନକୁଂ ନେଇ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଯାହାର ଉଦ୍ଦେଶ୍ଯ ହେଲା ନିଜେ ସୁସ୍ଥ ରହିବା ସହ ପରିବେଶ ସୁସ୍ଥ ଓ ସନ୍ତୁଳନ ରକ୍ଷାକରିବା- ଭରତ ଚନ୍ଦ୍ର ମହାରଣା କଟକ

ସବୁଜ ଖାଦ୍ୟ ଓ ପରିବେଶ କର୍ମଶାଳା:- କଟକ : ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ସିପିଆର ଏନଭାରମେଣ୍ଟ ଶିକ୍ଷା କେନ୍ଦ୍ର ସେଣ୍ଟର ଫର ଏକ୍ସଲେନ୍ସି ଭାରତ ସରକାର ଓ ପରିବେଶ ଶିକ୍ଷା କେନ୍ଦ୍ର ଜଗଂଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ…

Read More

୨୯ ତମ ନିମାପଡା କପ//ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ରବିବାର ବାର ଅନୁଷ୍ଠିତ ଏହି ମୁକାବିଲାରେ ଇଷ୍ଟକୋଷ୍ଟ ରେଲୱେ ଖୋର୍ଦ୍ଧା ଏବଂ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଇଷ୍ଟକୋଷ୍ଟ ରେଲୱେକୁ ୩ ୱିକେଟରେ ହରାଇ ରାମେଶ୍ୱର ସ୍ପୋର୍ଟିଙ୍ଗ ଚଳିତ ବର୍ଷ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି

୨୯ ତମ ନିମାପଡା କପ ରାମେଶ୍ୱର ସ୍ପୋର୍ଟିଙ୍ଗ ଚମ୍ପିୟନନିମାପଡା, ୧୨/୧ଦର୍ଶନ ସମୀକ୍ଷା :ନିମାପଡା ଅଥଲେଟିକ ଆସୋସିଏସନ ପକ୍ଷରୁ ନିମାପଡା ବାରବାଟୀ ପଡିଆରେ ଚାଲୁଥିନା ୨୯ତମ ନିମାପଡା କପ୍ ତଥା ପ୍ରଥମ ତାପସ ଦାସ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଗ୍ରାଣ୍ଡ ଫାଇନାଲ ମ୍ୟାଚ…

Read More

Traffic Rule //ट्रैफिक पुलिस के मोबाइल फोन से फोटो खींचकर चालान काटने पर रोक.ई-चालान पूरी तरह से गैरकानूनी है.

बिहार सरकार ने ट्रैफिक पुलिस के मोबाइल फोन से फोटो खींचकर चालान काटने पर रोक (Traffic Challan Rule) लगा दी है. इसके लिए अपर पुलिस महानिदेशक (ADG) यातायात द्वारा निर्देश जारी किए…

Read More

ସିଏମସି ର ଆଭିମୁଖ୍ୟ ଅସ୍ପଷ୍ଟ//ଆଜି କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତିର ଏକ ୧୨ ଜଣିଆ ପ୍ରତିନିଧି ଦଳ ସିଏମସି ମେୟର ଶ୍ରୀଯୁକ୍ତ ସୁବାସ ସିଂହ ଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ଅବହେଳିତ ୪ ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି।ପ୍ରକାଶ ଥାଉକି ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ ହେବ ୱାର୍ଡ ନମ୍ବର ୫୬,୫୭,୫୮,୫୯ କୁ ପଞ୍ଚାୟତରୁ ନିଗମରେ ସାମିଲ କରାଯାଇଥିଲେବି ଅଦ୍ୟାବଧି ବର୍ଜ୍ୟ ଜଳ ନିଷ୍କାସନ ପାଇଁ ଡ୍ରେନ ନିର୍ମାଣ ହୋଇ ନାହିଁ – ଡ଼ ବ୍ରଜକିଶୋର ନାୟକ

୪ୱାର୍ଡରେ ଡ୍ରେନ ନିର୍ମାଣ ପାଇଁ ସିଏମସି ର ଆଭିମୁଖ୍ୟ ଅସ୍ପଷ୍ଟ(ଜନ ଆସୋନ୍ତୋସ ଆନ୍ଦୋଳନର ଦାନା ବାନ୍ଧୁଛି)କଟକ -୧୨/୦୧/୨୫ ଦର୍ଶନ ସମୀକ୍ଷା :ଆଜି କଟକ ମହାନଗର ଦକ୍ଷିଣାଞ୍ଚଳ ନାଗରିକ ସମିତିର ଏକ ୧୨ ଜଣିଆ ପ୍ରତିନିଧି ଦଳ ସିଏମସି ମେୟର ଶ୍ରୀଯୁକ୍ତ ସୁବାସ…

Read More

ରାଜନୀତିକ ବଳ କସାକସୀ //ବଡ ଠକେଇର କାର୍ପଟଦାର ହଂସିତା ଓ ଅନିଲଙ୍କର କଳାହାଣ୍ଡି ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କର ହଂସିତାଙ୍କ ସମ୍ପର୍କ ରହିଛି ।ସରକାରୀ କାମ ଦେବା ବାହାନାରେ ଶହ ଶହ କୋଟି ଟଙ୍କାର ରାଜସ୍ବ ଲୁଟ ହୋଇଛି – ସାଂସଦ ପ୍ରଦୀପ ପୁରୋହିତ ବିଜେପି

ଭୁବନେଶ୍ୱର :ବଡ ଠକେଇର କାର୍ପଟଦାର ହଂସିତା ଓ ଅନିଲଙ୍କର କଳାହାଣ୍ଡି ସହ ଲିଙ୍କ ଅଛି। ପ୍ରଦୀପ ପୁରୋହିତ କଳାହାଣ୍ଡିର ବିଜେଡି ନେତା ତଥା ତତ୍କାଳୀନ ଶିଳ୍ପ ମନ୍ତ୍ରୀଙ୍କର ହଂସିତାଙ୍କ ସମ୍ପର୍କ ରହିଛି । ଅନେକ ରାଜନୈତିକ ବଳକଷାକଷି ଭିତରେ ଏଭଳି ସାଂଘାତିକ…

Read More

ବଡ଼ ହଲଚଲ //କୋଉଠି ସାଂସଦ ଓ ବିଧାୟକ ଙ୍କ ଘରୁ ବିପୁଳ ଟଙ୍କା ସୁନା ମିଳିଲାଣି ତ ଆଉ କୋଉଠି ହତ୍ୟାକାରୀ ସାଜିଲାଣି ପୁଣି ମହାରାଷ୍ଟ୍ର ରେ ଆଉ ଜଣେ ବିଜେପି ବିଧାୟକ ଙ୍କ ଉପରେ ହତ୍ୟା ଅଭିଯୋଗ କାଠଗଡାକୁ ଟାଣିଲାଣି. ଏହା ବିରୋଧୀଙ୍କୁ ଶାସକ ଦଳକୁ ଘେରିବାକୁ ମୌକା ମିଳିଯାଇଛି ।

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ବଡ଼ ଧରଣର ହଲଚଲ ହେଲାଣି । କୁହାଯାଉଛି କି, ମହାରାଷ୍ଟ୍ର ସରକାର ଏବେ ଗୋଟିଏ ହତ୍ୟା ମାମଲାରେ ଛନ୍ଦି ହୋଇଯାଇଛି । ଆଉ ଏହି ମାମଲାରେ ବିଜେପିର ବିଧାୟକଙ୍କୁ କାଠଗଡ଼ାକୁ ଟାଣିଛି ବିରୋଧୀ । ହତ୍ୟା ମାମଲାରେ ଯିଏ…

Read More

କଟକ: ଭାରତୀୟ କବାଡି ଫେଡ୍ରେଶନ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫ୍ରେବୃଆରି 20 ତାରିଖ ରୁ 23 ତାରିଖ ପର୍ଯ୍ୟନ୍ତ କଟକର ଇଣ୍ଡୋର ଷ୍ଟାଡ଼ିୟମ୍‌ ଠାରେ ୭୧ତମ ସିନିୟର ଜାତୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି.ଓଡ଼ିଶା ସରକାର ଏବଂ ରୁଚି କମ୍ପାନୀ ର ମିଳିତ ସହଯୋଗରେ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଭାରତର 30 ଟି ରାଜ୍ୟରୁ 35 ଟି ଦଳରୁ 500 ରୁ ଉର୍ଦ୍ଧ୍ବ ଖେଳାଳି 100 ରୁ ଉର୍ଦ୍ଧ୍ବ ଅଫିସିଆଲ୍ ମାନେ ପ୍ରତିଯୋଗିତାରେ ଯୋଗଦେବେ – କଟକ ରୁ ଭରତ ଚନ୍ଦ୍ର ମହାରଣା ଦର୍ଶନ ସମୀକ୍ଷା

ଫ୍ରେବୃଆରୀ 20 ରୁ 23 ପର୍ଯ୍ୟନ୍ତ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜାତୀୟ କବାଡ଼ି ପ୍ରତିଯୋଗିତା- କଟକ: ଭାରତୀୟ କବାଡି ଫେଡ୍ରେଶନ ଅନୁମୋଦନ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶା କବାଡି ଆସୋସିଏସନ୍ ଆସନ୍ତା ଫ୍ରେବୃଆରି 20 ତାରିଖ ରୁ 23 ତାରିଖ…

Read More